ଆଜି ଆଲୋକର ପର୍ବ ଦୀପାବଳି: ଚଳଚଞ୍ଚଳ ଗାଁ ଠୁ ସହର, ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍‌

Advertisment

ଆଜି ଆଲୋକର ପର୍ବ ଦୀପାବଳି । ଚଳଚଂଚଳ ଗାଁ ଠୁ ସହର । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍ । ରାଜଧାନୀ ସମସ୍ତ ସରକାରୀ ଅଫିସ୍‌, ବିଶ୍ୱବିଦ୍ୟାଳୟ ରଙ୍ଗିନ ଆଲୋକରେ ସଜେଇ ହୋଇଛି।

ଆଜି ଆଲୋକର ପର୍ବ ଦୀପାବଳି । ଚଳଚଂଚଳ ଗାଁ ଠୁ ସହର । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍ । ରାଜଧାନୀ ସମସ୍ତ ସରକାରୀ ଅଫିସ୍‌, ବିଶ୍ୱବିଦ୍ୟାଳୟ ରଙ୍ଗିନ ଆଲୋକରେ ସଜେଇ ହୋଇଛି।

dqdqd

କନକ ବ୍ୟୁରୋ: ଆଜି ଆଲୋକର ପର୍ବ ଦୀପାବଳି । ଚଳଚଂଚଳ ଗାଁ ଠୁ ସହର । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍ । ରାଜଧାନୀ ସମସ୍ତ ସରକାରୀ ଅଫିସ୍‌, ବିଶ୍ୱବିଦ୍ୟାଳୟ ରଙ୍ଗିନ ଆଲୋକରେ ସଜେଇ ହୋଇଛି । ଆଜିର ପବିତ୍ର ଦିନରେ ପିତୃପୁରୁଷଙ୍କ ସ୍ମରଣ କରି ବଡ଼ ବଡିଆ ଡକା ହେବ । ଏଥର ଟୁଇନ ସିଟିରେ ରାତି ୯ ଟା ପରେ ଫୁଟାଇ ପାରିବେନି ବାଣ । ପ୍ରଦୂଷିତ ବାଣ ଫୁଟା ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସେପଟେ କାର୍ତିକ ମାସ ଅମାବ୍ୟାସା ତିଥି ଯୋଗୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe