କନକ ବ୍ୟୁରୋ: ଆଜି ଆଲୋକର ପର୍ବ ଦୀପାବଳି । ଚଳଚଂଚଳ ଗାଁ ଠୁ ସହର । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍ । ରାଜଧାନୀ ସମସ୍ତ ସରକାରୀ ଅଫିସ୍, ବିଶ୍ୱବିଦ୍ୟାଳୟ ରଙ୍ଗିନ ଆଲୋକରେ ସଜେଇ ହୋଇଛି । ଆଜିର ପବିତ୍ର ଦିନରେ ପିତୃପୁରୁଷଙ୍କ ସ୍ମରଣ କରି ବଡ଼ ବଡିଆ ଡକା ହେବ । ଏଥର ଟୁଇନ ସିଟିରେ ରାତି ୯ ଟା ପରେ ଫୁଟାଇ ପାରିବେନି ବାଣ । ପ୍ରଦୂଷିତ ବାଣ ଫୁଟା ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସେପଟେ କାର୍ତିକ ମାସ ଅମାବ୍ୟାସା ତିଥି ଯୋଗୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।
ଆଜି ଆଲୋକର ପର୍ବ ଦୀପାବଳି: ଚଳଚଞ୍ଚଳ ଗାଁ ଠୁ ସହର, ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍
ଆଜି ଆଲୋକର ପର୍ବ ଦୀପାବଳି । ଚଳଚଂଚଳ ଗାଁ ଠୁ ସହର । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍ । ରାଜଧାନୀ ସମସ୍ତ ସରକାରୀ ଅଫିସ୍, ବିଶ୍ୱବିଦ୍ୟାଳୟ ରଙ୍ଗିନ ଆଲୋକରେ ସଜେଇ ହୋଇଛି।