ଆଜି ଦିଲ୍ଲୀକୁ ମିଳିଲା ବଡ ଭେଟି । ରାଜଧାନୀକୁ ୪ହଜାର ୫ଶହ କୋଟି ପରିଯୋଜନା ଦେଲେ ମୋଦୀ ସରକାର

Advertisment

ଆଜି ଦିଲ୍ଲୀକୁ ମିଳିଲା ବଡ ଭେଟି । ରାଜଧାନୀକୁ ୪ହଜାର ୫ଶହ କୋଟି ପରିଯୋଜନା ଦେଲେ ମୋଦୀ ସରକାର । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଫୋକସରେ ବିଶ୍ବବିଦ୍ୟାଳୟ, ମେଟ୍ରୋ କରିଡର ଓ ବସ୍ତିବାସିନ୍ଦା ରହିଛନ୍ତି  ।

ଆଜି ଦିଲ୍ଲୀକୁ ମିଳିଲା ବଡ ଭେଟି । ରାଜଧାନୀକୁ ୪ହଜାର ୫ଶହ କୋଟି ପରିଯୋଜନା ଦେଲେ ମୋଦୀ ସରକାର । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଫୋକସରେ ବିଶ୍ବବିଦ୍ୟାଳୟ, ମେଟ୍ରୋ କରିଡର ଓ ବସ୍ତିବାସିନ୍ଦା ରହିଛନ୍ତି  ।

DES VIDES 4

DES VIDES 4 Photograph: (KanakNews )

କନକ ବ୍ୟୁରୋ : ଆଜି ଦିଲ୍ଲୀକୁ ମିଳିଲା ବଡ ଭେଟି । ରାଜଧାନୀକୁ ୪ହଜାର ୫ଶହ କୋଟି ପରିଯୋଜନା ଦେଲେ ମୋଦୀ ସରକାର । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଫୋକସରେ ବିଶ୍ବବିଦ୍ୟାଳୟ, ମେଟ୍ରୋ କରିଡର ଓ ବସ୍ତିବାସିନ୍ଦା ରହିଛନ୍ତି  । ଏହାକୁ ଦୃଷ୍ଟିରେ ରଖି ୪ହଜାର ୫ଶହ କୋଟି ଟଙ୍କା ଭେଟି ଦେଇଛନ୍ତି ବସ୍ତି ବାସିନ୍ଦାଙ୍କୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ଅଶୋକ ବିହାରରେ ନିର୍ମାଣ ହୋଇଥିବା କ୍ବାର୍ଟରର ଚାବି ବାଣ୍ଟିଲେ ମୋଦି । ସହରୀ ପୁନଃ ବିକାଶ ପରିଯୋଜନାର ଉଦଘାଟନ କରିବା ସହ ଗରିବଙ୍କୁ ଘର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । 

ସେହିପରି ଭର୍ଚୁଆଲ ମୋଡ଼ରେ ଦ୍ବାରକା ଠାରେ ସିବିଏସଇର ନୂତନ କୋଠା ଲୋକାର୍ପଣ ଓ ନଗଫଗଡ଼ର ରୋଶନପୁରାରେ ବୀର ସାବରକର କଲେଜ ନିର୍ମାଣ ପାଇଁ ଶିଳାନ୍ୟାସ ସ୍ଥାପନ କରିଛନ୍ତି । ଏହା ପୂର୍ବରୁ ବସ୍ତିବାସିନ୍ଦାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe