ଟୁ-ଲେଟ୍ ମାରି ଟଙ୍କା ଲୁଟି ନେଉଛନ୍ତି ଦଲାଲ । ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଶସ୍ତାରେ ଘର ଦେବାକୁ କହି ଲଗାଉଛନ୍ତି ଚୁନା

Advertisment

 ଏ ହେଉଛନ୍ତି ଯାଜପୁର ଗୋଡିପାଟଣାର ଶୁଭମ ଶାଶ୍ୱତ । ସଫ୍ଟଓୟାର ଇଂଜିନିୟର ଭାବେ ଭୁବନେଶ୍ୱରରେ ରୁହନ୍ତି। ଘର ଭଡା ଖୋଜୁ ଖୋଜୁ ଏହି ଦଲାଲର ଜାଲରେ ଫସିଥିଲେ । ସମାନ ଢଙ୍ଗରେ ଘର ଦେଖାଇ ଅଗ୍ରିମ ଟଙ୍କା ନେଇ ଦଲାଲ ଛୁ ମାରିଛି। ଏନେଇ ଥାନାରେ ଅଭିଯୋଗ କରି ପୁଲିସ ଭରଷାରେ ରହିଛନ୍ତି ଶୁଭମ। କେବଳ ଶୁଭମ ନୁହଁନ୍ତି ବରଂ ୫ରୁ ଅଧିକ ଲୋକଙ୍କୁ ଏହି ଦଲାଲ ସମାନ ଘର ଦେଖାଇ ଲୁଟି ନେଇଛି। 

2a

କନକ ବ୍ୟୁରୋ : ରାଜଧାନୀରେ ଘର ଭଡା ଖୋଜୁଥିଲେ ସାବଧାନ। ଭଡା ଦେବା ନାଁରେ ଲୋକଙ୍କୁ ଚୁନା ଲଗାଇ ଚମ୍ପଟ ମାରୁଛନ୍ତି ଦଲାଲ। ଘଟଣା ଘଟିଛି ଭୁବନେଶ୍ୱର ମୈତ୍ରୀବିହାର ଥାନା ଅଧିନ ଓଁ ଗାର୍ଡେନ’ରେ। କଲୋନୀରେ ଥିବା ଏହି ଘରକୁ ଦେଖାଇ ଦଲାଲ ମାଲାମାଲ ହୋଇଥିବା ବେଳେ, ଭଡାଟିଆ କାନ୍ଦୁଛନ୍ତି। ଦେଖନ୍ତୁ ନିଜ ବାପାଙ୍କ ଘର କହି ଏକ ଥ୍ରୀ ବିଏଚକେ ଘରକୁ ବୁଲି ବୁଲି ଦେଖାଉଛି ଦଲାଲ। ୨୦ ହଜାର ଯାଗାରେ ୧୦ ହଜାର ଟଙ୍କାରେ ଘର ଦେବାର ବିଜ୍ଞାପନ ଲଗାଇ ଲୋକଙ୍କୁ ଘର ଦେଖାଉଛି। ଆଉ ଜଲଦି ଟଙ୍କା ନେଦେଲେ ଘର ଆଉ କିଏ ନେଇଯିବ ବୋଲି କହି ଡରାଇ ଦିଅନ୍ତି। ଅଗ୍ରିମ ୨ ମାସର ଭଡା ଦେଇ ଘର ବୁକିଂ କରିବ କହି ଟଙ୍କା ନେଇଯାଏ। ଆଉ ଟଙ୍କା ନେଲା ପରେ ଦଲାଲର ଫୋନ ସୁଇଚ ଅଫ୍ । 

 ଏ ହେଉଛନ୍ତି ଯାଜପୁର ଗୋଡିପାଟଣାର ଶୁଭମ ଶାଶ୍ୱତ । ସଫ୍ଟଓୟାର ଇଂଜିନିୟର ଭାବେ ଭୁବନେଶ୍ୱରରେ ରୁହନ୍ତି। ଘର ଭଡା ଖୋଜୁ ଖୋଜୁ ଏହି ଦଲାଲର ଜାଲରେ ଫସିଥିଲେ । ସମାନ ଢଙ୍ଗରେ ଘର ଦେଖାଇ ଅଗ୍ରିମ ଟଙ୍କା ନେଇ ଦଲାଲ ଛୁ ମାରିଛି। ଏନେଇ ଥାନାରେ ଅଭିଯୋଗ କରି ପୁଲିସ ଭରଷାରେ ରହିଛନ୍ତି ଶୁଭମ। କେବଳ ଶୁଭମ ନୁହଁନ୍ତି ବରଂ ୫ରୁ ଅଧିକ ଲୋକଙ୍କୁ ଏହି ଦଲାଲ ସମାନ ଘର ଦେଖାଇ ଲୁଟି ନେଇଛି। 

 ରାଜଧାନୀରେ ଠକେଇର ନୂଆ ଟ୍ରେଣ୍ଡ। ବିଜ୍ଞାପନ ଦେଇ ଘର ଭଡା ନାଁରେ ଲୁଟି ଚାଲିଛନ୍ତି ଦଲାଲ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe