ତିରୁପତି ଲଡୁକୁ ନେଇ ରାଜନୀତି, କ୍ଷମାପ୍ରାର୍ଥନା କରି ଉପବାସ ରଖିଲେ ଉପମୁଖ୍ୟମନ୍ତ୍ରୀ

Advertisment

ତିରୁପତି ଲଡୁରେ ବ୍ୟବହୃତ ଘିଅରେ ପଶୁ ଚର୍ବି, ମାଛ ତେଲ ମିଶିଥିବା ନେଇ ରିପୋର୍ଟ ପରେ ପ୍ରାୟଶ୍ଚିତ କରୁଛନ୍ତି ଆନ୍ଧ୍ର ସରକାର । ଆଜିଠୁ ୧୧ ଦିନିଆ ଉପବାସରେ ବସିବେ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ

ତିରୁପତି ଲଡୁରେ ବ୍ୟବହୃତ ଘିଅରେ ପଶୁ ଚର୍ବି, ମାଛ ତେଲ ମିଶିଥିବା ନେଇ ରିପୋର୍ଟ ପରେ ପ୍ରାୟଶ୍ଚିତ କରୁଛନ୍ତି ଆନ୍ଧ୍ର ସରକାର । ଆଜିଠୁ ୧୧ ଦିନିଆ ଉପବାସରେ ବସିବେ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ

up

କନକବ୍ୟୁରୋ: ତିରୁପତି ଲଡୁରେ ବ୍ୟବହୃତ ଘିଅରେ ପଶୁ ଚର୍ବି, ମାଛ ତେଲ ମିଶିଥିବା ନେଇ ରିପୋର୍ଟ ପରେ ପ୍ରାୟଶ୍ଚିତ କରୁଛନ୍ତି ଆନ୍ଧ୍ର ସରକାର । ଆଜିଠୁ ୧୧ ଦିନିଆ ଉପବାସରେ ବସିବେ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ । 

ରବିବାର ସକାଳୁ ଶ୍ରୀ ଦଶବତାର ଭେଙ୍ଗେଟଶ୍ବର ସ୍ବାମୀ ମନ୍ଦିରରେ ଉପବାସ ଆରମ୍ଭ କରିଛନ୍ତି । ଗୁଣ୍ଟୁର ଜିଲ୍ଲାର ଥିବା ଏହି ମନ୍ଦିରରେ ୧୧ ଦିନ ପାଇଁ ଉପବାସରେ ବସିବେ ବୋଲି ନିଜେ ସୋଶିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe