କନକବ୍ୟୁରୋ: ତିରୁପତି ଲଡୁରେ ବ୍ୟବହୃତ ଘିଅରେ ପଶୁ ଚର୍ବି, ମାଛ ତେଲ ମିଶିଥିବା ନେଇ ରିପୋର୍ଟ ପରେ ପ୍ରାୟଶ୍ଚିତ କରୁଛନ୍ତି ଆନ୍ଧ୍ର ସରକାର । ଆଜିଠୁ ୧୧ ଦିନିଆ ଉପବାସରେ ବସିବେ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ।
ରବିବାର ସକାଳୁ ଶ୍ରୀ ଦଶବତାର ଭେଙ୍ଗେଟଶ୍ବର ସ୍ବାମୀ ମନ୍ଦିରରେ ଉପବାସ ଆରମ୍ଭ କରିଛନ୍ତି । ଗୁଣ୍ଟୁର ଜିଲ୍ଲାର ଥିବା ଏହି ମନ୍ଦିରରେ ୧୧ ଦିନ ପାଇଁ ଉପବାସରେ ବସିବେ ବୋଲି ନିଜେ ସୋଶିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/HTqmRkSPba0AcJhYtoRI.jpg)