କନକ ବ୍ୟୁରୋ: ଶିମିଳିପାଳ ପରିବେଶରେ ନିଜକୁ ସାମିଲ କଲା ମହାରାଷ୍ଟ୍ର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରଳ୍ପରୁ ଶିମିଳିପାଳକୁ ଆସିଥିବା ବାଘୁଣୀ 'ଯମୁନା’। ୫ଦିନ ପରେ ନିଜର ପ୍ରଥମ ଶିକାର କରିଛି ଯମୁନା । ବୁଧବାର ୧୨ରୁ ୧୫ କିଲୋଗ୍ରାମ ଓଜନର ଏକ ଜଙ୍ଗଲୀ ବାରହାକୁ ଶୀକାର କରି ଭୋକମେଣ୍ଟାଇଛି ବାଘୁଣୀ। ବନବିଭାଗର ଏକ ସ୍ୱତନ୍ତ୍ର ଭ୍ୟାନରେ ଗତ ୨୭ ତାରିଖ ରାତିରେ ଶିମିଳିପାଳ ପହଞ୍ଚିବା ପରେ ୨୮ତାରିଖ ଦିନ ସକାଳ ୯.୨୫ ମିନିଟ ସମୟରେ ‘ଯମୁନା’କୁ ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି। ସେଠାରେ ତାର ଖାଦ୍ୟ ପାଇଁ ହରିଣ, ବାରହା ଇତ୍ୟାଦି ଛଡାଯାଇଛି। ତେବେ ଏନକ୍ଲୋଜରରେ ୨ ଦିନ ରହିବା ପରେ ଶୀକାର କରି ନିଜର ଭୋକ ମେଣ୍ଟାଇଛି ଯମୁନା।
ଶିମିଳିପାଳ ପରିବେଶରେ ନିଜକୁ ସାମିଲ କଲା ମହାରାଷ୍ଟ୍ର ବାଘୁଣୀ ଯମୁନା: ୫ଦିନ ପରେ କରିଛି ନିଜର ପ୍ରଥମ ଶିକାର
ଶିମିଳିପାଳ ପରିବେଶରେ ନିଜକୁ ସାମିଲ କଲା ମହାରାଷ୍ଟ୍ର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରଳ୍ପରୁ ଶିମିଳିପାଳକୁ ଆସିଥିବା ବାଘୁଣୀ 'ଯମୁନା’। ୫ଦିନ ପରେ ନିଜର ପ୍ରଥମ ଶିକାର କରିଛି ଯମୁନା।
/kanak/media/media_files/2024/10/31/pmJbaOWvPRsU9Kvaoyx0.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)