କନକ ବ୍ୟୁରୋ : ନୂଆପଡ଼ା ବୋଡେନ୍ ବ୍ଲକ ବାଗବାହାଲ ଗାଁରେ ବାଘ ଆତଙ୍କ । ବିଳମ୍ବିତ ରାତିରେ ଗାଁର ଭୁଜ ହାତୀ ନାମକ ଜଣେ ଚାଷୀଙ୍କ ଗୁହାଳରୁ ୧୦ଟି ମେଣ୍ଢା ଓ ଛେଳିକୁ ମାରି ଖାଇ ଦେଇଛି ବାଘ । ଆଉ ୮ଟି ଛେଳି ଓ ମେଣ୍ଢାଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରି ଦେଇଥିବା ଅଭିଯୋଗ ହୋଇଛି । ଏନେଇ କ୍ଷତିଗ୍ରସ୍ତ ଚାଷୀ ବନବିଭାଗର ଦ୍ୱାରସ୍ଥ ହୋଇଥିବା ବେଳେ ବାଘକୁ ନେଇ ବାଗବାହାଲ ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଖବର ପାଇଁ ବନ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବାଗବାହାଲରେ ବାଘ ଆତଙ୍କ ; ଜଣେ ଚାଷୀଙ୍କ ଗୁହାଳରୁ ମାରି ଖାଇଦେଲା ୧୦ ମେଣ୍ଢା ଛେଳି
ନୂଆପଡ଼ା ବୋଡେନ୍ ବ୍ଲକ ବାଗବାହାଲ ଗାଁରେ ବାଘ ଆତଙ୍କ । ବିଳମ୍ବିତ ରାତିରେ ଗାଁର ଭୁଜ ହାତୀ ନାମକ ଜଣେ ଚାଷୀଙ୍କ ଗୁହାଳରୁ ୧୦ଟି ମେଣ୍ଢା ଓ ଛେଳିକୁ ମାରି ଖାଇ ଦେଇଛି ବାଘ । ଆଉ ୮ଟି ଛେଳି ଓ ମେଣ୍ଢାଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରି ଦେଇଥିବା ଅଭିଯୋଗ ହୋଇଛି ।
/kanak/media/media_files/2025/01/04/G6crZsBRjyNr1cjbU1bA.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)