ନ୍ୟୁଜ୍ ରାଜ୍ୟ ଗାଁରେ ବାଘ ଆତଙ୍କ ! ସନ୍ଧ୍ୟା ହେଲେ ଘରୁ ବାହାରୁନାହାଁନ୍ତି ଲୋକେ Advertisment ଦିଗପହଣ୍ଡି ନରସିଂହ ଗଡ଼ ଗ୍ରାମରେ ବାଘ ଆତଙ୍କ । ବାଘ ପାଦ ଚିହ୍ନଟ ପରେ ବନ ବିଭାଗର ସତକର୍ତ । ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ଘରୁ ନବାହାରିବାକୁ ଅନୁରୋଧ । ଗୃହପାଳିତ ପଶୁଙ୍କୁ ରକ୍ଷା ପାଇଁ ଟାୟାର ଜାଳି ଜଗିଲେ ଗ୍ରାମବାସୀ October 28, 2024, 07:49 AM IST ଦିଗପହଣ୍ଡି ନରସିଂହ ଗଡ଼ ଗ୍ରାମରେ ବାଘ ଆତଙ୍କ । ବାଘ ପାଦ ଚିହ୍ନଟ ପରେ ବନ ବିଭାଗର ସତକର୍ତ । ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ଘରୁ ନବାହାରିବାକୁ ଅନୁରୋଧ । ଗୃହପାଳିତ ପଶୁଙ୍କୁ ରକ୍ଷା ପାଇଁ ଟାୟାର ଜାଳି ଜଗିଲେ ଗ୍ରାମବାସୀ 28 Oct 2024 07:49 IST Anupama Rout Follow Us