ଗାଁରେ ବାଘ ଆତଙ୍କ ! ସନ୍ଧ୍ୟା ହେଲେ ଘରୁ ବାହାରୁନାହାଁନ୍ତି ଲୋକେ
ଦିଗପହଣ୍ଡି ନରସିଂହ ଗଡ଼ ଗ୍ରାମରେ ବାଘ ଆତଙ୍କ । ବାଘ ପାଦ ଚିହ୍ନଟ ପରେ ବନ ବିଭାଗର ସତକର୍ତ । ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ଘରୁ ନବାହାରିବାକୁ ଅନୁରୋଧ । ଗୃହପାଳିତ ପଶୁଙ୍କୁ ରକ୍ଷା ପାଇଁ ଟାୟାର ଜାଳି ଜଗିଲେ ଗ୍ରାମବାସୀ
/kanak/media/media_files/2024/10/28/t1Rm8PVFJ6n1uSUhGu2A.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)