କଟକ ଉପକଣ୍ଠ ଗ୍ରାମାଞ୍ଚଳରେ ବୁଲୁଛି ବାଘ ; ସ୍ଥାନୀୟ ବାସିନ୍ଦା ଆତଙ୍କିତ

କଟକ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତରେ ବାଘ ଆତଙ୍କ । କୁଲଗାଈଶାଳ ଗାଁରେ ବାଘ ବୁଲୁଥିବାର ଭିଡିଓ ସିସିଟିଭିରେ କଏଦ ହୋଥିବା ପ୍ରଚାର ହେବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ ।

178888

କନକ ବ୍ୟୁରୋ:  କଟକ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତରେ ବାଘ ଆତଙ୍କ ।  କୁଲଗାଈଶାଳ ଗାଁରେ ବାଘ ବୁଲୁଥିବାର ଭିଡିଓ ସିସିଟିଭିରେ କଏଦ ହୋଥିବା ପ୍ରଚାର ହେବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ । ସୋମବାର ସନ୍ଧ୍ୟାରେ ଏକ କଲରାପବତରିଆ ବାଘ ବୁଲୁଥିବା ଗ୍ରାମବାସୀ ଦେଖିଥିବା କହିଛନ୍ତି । ଏନେଇ ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଜଣା ଜନ୍ତୁ ପ୍ରକୃତରେ ବାଘ କି ନୁହେଁ ତାର ତଦନ୍ତ କରୁଛି ବନ ବିଭାଗ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe