ଜଙ୍ଗଲ ଛାଡ଼ି ଗାଁ ମୁହାଁ ବାଘ; ଆତଙ୍କିତ ଗ୍ରାମବାସୀ, ୨ ଦିନରେ ଗୋଟିଏ ଗାଈ ଓ ୩ ଛେଳି ଶିକାର

Advertisment

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଦେଖିବାକୁ ମିଳିଛି କଲରାପତରିଆ ବାଘ ଆତଙ୍କ । ୨ ଦିନରେ ବାଘଟି ଗୋଟିଏ ଗାଈ ଓ ୩ଟି ଛେଳି ଖାଇ ଦେଇଥିବା ଜଣାପଡ଼ିଛି । ଯାହାକୁ ନେଇ ଭୟଭୀତ ଅଛନ୍ତି ସ୍ଥାନୀୟ ବାସିନ୍ଦା। ଘଟଣା ସ୍ଥଳରେ ବନ ବିଭାଗର ତଦନ୍ତ ଜାରି ରହିଛି ।

Tiger Fear

Tiger Fear Photograph: (Kanak News)

କନକ ବ୍ୟୁରୋ : ଗାଁରେ ବାଘ ଆତଙ୍କ । ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଦେଖିବାକୁ ମିଳିଛି ବାଘ ଆତଙ୍କ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା ଭଣ୍ଡାରିଆ ଗାଁ ଜଙ୍ଗଲରେ ବାଘ ଚିହ୍ନ ଆତଙ୍କିତ ଗ୍ରାମବାସୀ । ସେହିପରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଦେଖିବାକୁ ମିଳିଛି କଲରାପତରିଆ ବାଘ ଆତଙ୍କ । ୨ ଦିନରେ ବାଘଟି ଗୋଟିଏ ଗାଈ ଓ ୩ଟି ଛେଳି ଖାଇ ଦେଇଥିବା ଜଣାପଡ଼ିଛି । ଯାହାକୁ ନେଇ ଭୟଭୀତ ଅଛନ୍ତି ସ୍ଥାନୀୟ ବାସିନ୍ଦା। ଘଟଣା ସ୍ଥଳରେ ବନ ବିଭାଗର ତଦନ୍ତ ଜାରି ରହିଛି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପୁଣି ବାଘ ଆତଙ୍କ । କିଛି ଦିନର ନୀରବତା ପରେ ଭଣ୍ଡାରିଆ ଗାଁ ଜଙ୍ଗଲରେ ବାଘ ଚିହ୍ନକୁ ଦେଖିବ ଭୟଭୀତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ । ଆଜି ପର୍ଯ୍ୟନ୍ତ ବନ ବିଭାଗ ତରଫରୁ ବାଘକୁ ଠାବ କରାଯିବା ଦିଗରେ ପଦକ୍ଷେପ ନିଆଯଉନଥିବା ଅଭିଯୋଗ ଆସିଛି । ଅନ୍ୟପଟେ ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe