ଆଗାମୀ କିଛି ଘଣ୍ଟାରେ କାଳବୈଶାଖୀ ସମ୍ଭାବନା: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ

Advertisment

ଗାମୀ କିଛି ଘଣ୍ଟାରେ କାଳବୈଶାଖୀ ସମ୍ଭାବନା । ୭ ଜିଲ୍ଲାକୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା, ବରଗଡ, ଦେଓଗଡ ଓ ନବରଙ୍ଗପୁରରେ ହୋଇପାରେ କାଳବୈଶାଖୀ ।

Updated On

ଗାମୀ କିଛି ଘଣ୍ଟାରେ କାଳବୈଶାଖୀ ସମ୍ଭାବନା । ୭ ଜିଲ୍ଲାକୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା, ବରଗଡ, ଦେଓଗଡ ଓ ନବରଙ୍ଗପୁରରେ ହୋଇପାରେ କାଳବୈଶାଖୀ ।

ଅଦ୍ୟତନ ହୋଇଛି
01rainnnnn

Photograph: (kanak news)

କନକ ବ୍ୟୁରୋ: ଆଗାମୀ କିଛି ଘଣ୍ଟାରେ କାଳବୈଶାଖୀ ସମ୍ଭାବନା । ୭ ଜିଲ୍ଲାକୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା, ବରଗଡ, ଦେଓଗଡ ଓ ନବରଙ୍ଗପୁରରେ ହୋଇପାରେ କାଳବୈଶାଖୀ । ତେବେ ଆସନ୍ତା ୬ ତାରିଖ ଯାଏଁ କାଳବୈଶାଖୀ ଥିବା ସୂଚନା । ଅର୍ଥାତ ରାଜ୍ୟରେ ୩ ଦିନ ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟାରେ ଅଧା ଓଡିଶାରେ କାଳବୈଶାଖୀ ସମ୍ଭାବନା ରହିଛି । ୨୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।  ଘଡ଼ଘଡ଼ି, ବିଜୁଳି ଓ କୁଆପଥର ସହ ୪୦ କିଲୋମିଟର ବେଗରେ ବହିବ ପବନ । 

ଅସହ୍ୟ ତାତି ଭିତରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ ପାରଦ ଉପର  ମୁହାଁ ହୋଇଥିବା ବେଳେ ଏବେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ପ୍ରଦାନ କରିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe