ବିପଦ ବଢ଼ାଉଛି ବଜ୍ରପାତ । ବେତନଟୀରେ ଗଲା ୨ ଚାଷୀଙ୍କ ଜୀବନ

ପୁଣି ବଜ୍ରାଘାତ ନେଲା ଦୁଇ ଜୀବନ । ଚାଷ ଜମିରେ କାମ କରୁଥିବା ସମୟରେ ଚାଲିଗଲା ଦୁଇ ଜଣ ଚାଷୀଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଡୁମାପଡା ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକମାନେ ହେଲେ ୫୫ ବର୍ଷିୟ ଗୋବିନ୍ଦ ମହାନ୍ତ ଓ ୩୦ ବର୍ଷିୟ ଶିବ ହାଁସଦା ।

death thunderstorm

କନକ ବ୍ୟୁରୋ: ପୁଣି ବଜ୍ରାଘାତ ନେଲା ଦୁଇ ଜୀବନ । ଚାଷ ଜମିରେ କାମ କରୁଥିବା ସମୟରେ ଚାଲିଗଲା ଦୁଇ ଜଣ ଚାଷୀଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଡୁମାପଡା ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକମାନେ ହେଲେ ୫୫ ବର୍ଷିୟ ଗୋବିନ୍ଦ ମହାନ୍ତ ଓ ୩୦ ବର୍ଷିୟ ଶିବ ହାଁସଦା । ଉଭୟ ଭାଗ ଚାଷୀ ଅଟନ୍ତି । ତେଣୁ ଆଜି ଜମିରେ ଚାଷ କାମ କରୁଥିବା ସମୟରେ ବଜ୍ରପାତ ଯୋଗୁ ଚାଲିଯାଇଛି ଦୁଇ ଜଣଙ୍କ ଜୀବନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe