ଗରାଖ ବେଶରେ ଯାଇ ପରିବା ହାଟରୁ ଲୁଟୁଥିଲେ ବାଇକ୍ । ଗଞ୍ଜାମର ୩ ଲୁଟେରାଙ୍କୁ ଧରିଲା ଲିଙ୍ଗରାଜ ଥାନା ପୋଲିସ

ଲୁଟେରାମାନେ ଗାଡି ଚୋରି କରି କମ୍ ଦାମରେ ବିକୁଥିଲେ ସ୍ପେୟାର ପାର୍ଟସ। ଲିଙ୍ଗରାଜ ଥାନା ଅଧୀନ ବିଭିନ୍ନ ହାଟରୁ ଲୁଟ ନେଇ ଅଭିଯୋଗ ହୋଇଥିଲା।

sdggdsfgdsf

କନକ ବ୍ୟୁରୋ :  ଗରାଖ ବେଶରେ ଯାଇ ପରିବା ହାଟରୁ ଲୁଟୁଥିଲେ ବାଇକ୍। ଗଞ୍ଜାମ ଜିଲ୍ଲାର ୩ ଜଣ ଲୁଟେରାଙ୍କୁ ଧରିଛି ଭୁବନେଶ୍ବର ଲିଙ୍ଗରାଜ ଥାନା ପୋଲିସ। ୩ ଲୁଟେରାଙ୍କଠାରୁ ୧୨ଟି ଗାଡି ଜବତ ହୋଇଛି। ଲୁଟେରାମାନେ ଗାଡି ଚୋରି କରି କମ୍ ଦାମରେ ବିକୁଥିଲେ ସ୍ପେୟାର ପାର୍ଟସ। ଲିଙ୍ଗରାଜ ଥାନା ଅଧୀନ ବିଭିନ୍ନ ହାଟରୁ ଲୁଟ ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବାଇକ ଲୁଟେରାଙ୍କୁ କାବୁ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଜିଲ୍ଲାରେ ରହିଛି ମାମଲା। 
 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe