ପାଇଖାନା ଟାଙ୍କିର ସେଣ୍ଚ୍ରିଂ ଖୋଳୁଥିବାବେଳେ ଚାଲିଗଲା ୩ ଜୀବନ ,ଜଣେ ଗୁରୁତର

କୁଚିଣ୍ଡାରେ ଅଘଟଣ। ନିର୍ମାଣଧୀନ ପାଇଖାନା ଟାଙ୍କିର ସେଣ୍ଚ୍ରିଂ ଖୋଳୁଥିବାବେଳେ ଚାଲିଗଲା ୩ ଶ୍ରମୀକଙ୍କ ଜୀବନ। ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ ପଡ଼ିଛନ୍ତି। ଗୁରୁତର ଶ୍ରମିକଙ୍କୁ ସମ୍ୱଲପୁର କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

labourerDead

କନକ ବ୍ୟୁରୋ: କୁଚିଣ୍ଡାରେ ଅଘଟଣ। ନିର୍ମାଣଧୀନ ପାଇଖାନା ଟାଙ୍କିର ସେଣ୍ଚ୍ରିଂ ଖୋଳୁଥିବାବେଳେ ଚାଲିଗଲା ୩ ଶ୍ରମୀକଙ୍କ ଜୀବନ। ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ ପଡ଼ିଛନ୍ତି। ଗୁରୁତର ଶ୍ରମିକଙ୍କୁ ସମ୍ୱଲପୁର କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ନିର୍ମାଣଧୀନ ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଳୁ ଥିବା ବେଳେ ଶ୍ୱାସରୁଦ୍ଧ ହୋଇ ପଡି ୩ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ଜମନକିରା ଥାନା ପୁକୁଡା ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା। ମୃତ ଶ୍ରମୀକ ହେଲେ, ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ ଦେହୁରୀ। ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଶ୍ରମିକ ଜଣଙ୍କ ହେଲେ ସିଦ୍ଧାର୍ଥ ମୁଣ୍ଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe