ଗୋଟିଏ ଦିନରେ ତିନୋଟି ସ୍ଥାନରେ ବିଭତ୍ସ କାଣ୍ଡ : ରାଉରକେଲା, କଣ୍ଟାବାଞ୍ଜି ଓ ବଲାଙ୍ଗୀରରେ ତିନୋଟି ହତ୍ୟା

Advertisment

ଗାଁ ମୁଣ୍ଡରେ ଶବ ପଡ଼ିଥିବା ବେଳେ ଘଟଣା ଗତକାଲିର ।  ଗାଁରେ ନାମଯଜ୍ଞ ଚାଲୁଥିବା ବେଳେ ପଛପଟୁ ଠେଙ୍ଗାରେ ପୁରୁନ୍ଧର ଆକ୍ରମଣ କରି ଏହି ହତ୍ୟାକାଣ୍ଡ ଘଟାଇଛି ।  ରାତି ହୋଇଯାଇଥିବାରୁ ପୋଲିସ ଶବ ଜବତ କରିପାରିନଥିବା ବେଳେ ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଟିମକୁ ଖବର ଦିଆଯାଇଛି ।

ୋୂୂୋମକ

Photograph: (kanaknews)

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ । ଠେଙ୍ଗାରେ ପିଟିପିଟି ସମ୍ପର୍କୀୟଙ୍କୁ ହତ୍ୟା । ବଲାଙ୍ଗୀର ଜିଲ୍ଲା ହଳଦୀ ପଞ୍ଚାୟତ କର୍ଲାପଟା ଗାଁରେ ଅଘଟଣ । ଗାଁର ପିଉସୀ ପୁଅ ବିଭୀଷଣ ଧରୁଆକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ପୁରୁନ୍ଧର ଧରୁଆ । ଗାଁ ମୁଣ୍ଡରେ ଶବ ପଡ଼ିଥିବା ବେଳେ ଘଟଣା ଗତକାଲିର ।  ଗାଁରେ ନାମଯଜ୍ଞ ଚାଲୁଥିବା ବେଳେ ପଛପଟୁ ଠେଙ୍ଗାରେ ପୁରୁନ୍ଧର ଆକ୍ରମଣ କରି ଏହି ହତ୍ୟାକାଣ୍ଡ ଘଟାଇଛି ।  ରାତି ହୋଇଯାଇଥିବାରୁ ପୋଲିସ ଶବ ଜବତ କରିପାରିନଥିବା ବେଳେ ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଟିମକୁ ଖବର ଦିଆଯାଇଛି ।

ସେପଟେ ରାଉରକେଲାରେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା। ରଘୁନାଥପାଲି ଥାନା ଏସଟିଆଇ ଛକ ଓଭର ବ୍ରିଜ ନିକଟରୁ ସାମ୍ନାକୁ ଆସିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡର ଚିତ୍ର । ମୃତ ଯୁବକ ଜଣକ ଗାଢାତୋଳା ଅଞ୍ଚଳର ଅମ୍ରିତ ମହାକୁଢ଼ । ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଘଟଣା ସ୍ଥଳରେ ପୋଲିସ  ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ କରୁଛି  । କେଉଁ କାରଣରୁ ଓ କିଏ ଯୁବକଙ୍କୁ ହତ୍ୟା କରିଛି କାରଣ ଅସ୍ପଷ୍ଟ ରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe