୩ଜଣ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ନୋବେଲ ପୁରସ୍କାର । ଅନୁଷ୍ଠାନ ଗଠନ ଉପରେ କରିଥିଲେ ବିଶେଷ ଅଧ୍ୟୟନ

ଚଳିତ ବର୍ଷ ୩ ଜଣ ଅର୍ଥଶାସ୍ତ୍ରୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ଏହି ସମ୍ମାନ । ଡାରୋନ ଏସମୋଗ୍ଲୁ, ସାଇମନ ଜନସନ୍‌ ଓ ଜେମସ ଏ. ରବିନସନଙ୍କୁ ଅର୍ଥନୀତିରେ ମିଳିବ ନୋବେଲ୍‌ ।

gdrdgr

କନକ ବ୍ୟୁରୋ : ଅର୍ଥନୀତି କ୍ଷେତ୍ରରେ ଅବଦାନ ପାଇଁ ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସେଜ୍ ପକ୍ଷରୁ ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ୩ ଜଣ ଅର୍ଥଶାସ୍ତ୍ରୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ଏହି ସମ୍ମାନ । ଡାରୋନ ଏସମୋଗ୍ଲୁ, ସାଇମନ ଜନସନ୍‌ ଓ ଜେମସ ଏ. ରବିନସନଙ୍କୁ ଅର୍ଥନୀତିରେ ମିଳିବ ନୋବେଲ୍‌ । ସଂସ୍ଥାଗୁଡ଼ିକ କିପରି ଗଠନ ହୁଏ ଏବଂ ସେମାନେ କିପରି ସମୃଦ୍ଧିକୁ ପ୍ରଭାବିତ କରନ୍ତି ସେ ସମ୍ବନ୍ଧରେ ଅଧ୍ୟୟନ ପାଇଁ ଏହି ୩ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ନୋବେଲ୍‌ ପୁରସ୍କାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe