ଆମ୍ବ ଟାକୁଆ ଖାଇ ୩ ମୃତ୍ୟୁ ଘଟଣା : କନ୍ଧମାଳରେ ପହଂଚିଲେ ଖାଦ୍ୟ କମିଶନ ଟିମ

Advertisment

କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କାରେ ଫୁଡ୍ କମିଶନ ଅଧ୍ୟକ୍ଷ। ଆମ୍ବ ଟାକୁଆ ଯାଉ ଖାଇ ୩ଜଣଙ୍କ ମୃତ୍ୟୁ ପରେ ଗସ୍ତ କରି ଅଘଟଣର ତଦନ୍ତ କରିବେ। ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଇଂ ଅବନୀକାନ୍ତ ସାହୁଙ୍କ ନେତୃତ୍ବରେ ଏକ ଟିମ ଗସ୍ତ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସ‌ହ ପୀଡ଼ିତଙ୍କ ସହ ଆଲୋଚନା କରିବେ। ଏହାସହ ସ୍ଥାନୀୟ ଅଞ୍ଚଳରେ ରାସନ ସାମଗ୍ରୀ ବଣ୍ଟନର ସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବେ କମିଶନ। ଏହି ଅବସରରେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ସହିତ ବୃକ୍‌ସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରାଯିବ।

mandipanka 1

କନକବ୍ୟୁରୋ : କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କାରେ ଫୁଡ୍ କମିଶନ ଅଧ୍ୟକ୍ଷ। ଆମ୍ବ ଟାକୁଆ ଯାଉ ଖାଇ ୩ଜଣଙ୍କ ମୃତ୍ୟୁ ପରେ ଗସ୍ତ କରି ଅଘଟଣର ତଦନ୍ତ କରିବେ। ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଇଂ ଅବନୀକାନ୍ତ ସାହୁଙ୍କ ନେତୃତ୍ବରେ ଏକ ଟିମ ଗସ୍ତ କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସ‌ହ ପୀଡ଼ିତଙ୍କ ସହ ଆଲୋଚନା କରିବେ । 

ଏହାସହ ସ୍ଥାନୀୟ ଅଞ୍ଚଳରେ ରାସନ ସାମଗ୍ରୀ ବଣ୍ଟନର ସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବେ କମିଶନ । ଏହି ଅବସରରେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ସହିତ ବୃକ୍‌ସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରାଯିବ । ଗୁରୁବାର ତୁମୁଡିବନ୍ଧ ବ୍ଲକ ଯାଇ ଖାଦ୍ୟ ଯୋଗାଣ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଅଙ୍ଗନବାଡି କେନ୍ଦ୍ର ଓ ଅନ୍ୟାନ୍ୟ ପ୍ରକଳ୍ପ ଅନୁଧ୍ୟାନ କରିବା ସହିତ ବ୍ଲକସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେବେ । 

ଶୁକ୍ରବାର ଫୁଲବାଣୀରେ କମିଶନ ଜିଲ୍ଲାସ୍ତରୀୟ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଥିବା କହିଛନ୍ତି। ଏହି ଗସ୍ତରେ କମିଶନ ଅଧ୍ୟକ୍ଷଙ୍କ ସହିତ ସଦସ୍ୟ ଦୟାନିଧ ଦାଶ ଓ ଅକ୍ଷୟ ବେହେରା ମଧ୍ୟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe