Kolkata fire Photograph: (KanakNews)
କନକ ବ୍ୟୁରୋ; ବୁଲେଟିନ ଆରମ୍ଭ କରିବା କୋଲକାତାରୁ ଆସୁଥିବା ବଡ ଖବରରୁ । ଅଗ୍ନିକାଣ୍ଡରେ ଚାଲିଗଲା ୭ଜଣଙ୍କ ଜୀବନ । ନାଜିରାବାଦରେ ଥିବା ଏକ ଗୋଦାମ ଘରେ ଅଗ୍ନିକାଣ୍ଡ ଘଟିବା ସହ ୨୦ରୁ ଅଧିକ ଆହତ ସୂଚନା ମିଳିଛି ।
ଅଧିକ ପଢନ୍ତୁ: ମୁମ୍ବାଇରେ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ୩ ମୃତ
ଘଟଣାସ୍ଥଳରେ ପହଞ୍ଚି ଦମକଳବାହୀନି ନିଆଁକୁ ଆୟତ କରିବା ସହ ଗୋଦାମରେ ଥିବା ଲୋକଙ୍କୁ ଉଦ୍ଧାର କରିଛି । ତେବେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୋଟିଏ ଗୋଦାମରେ ଅଗ୍ନିକାଣ୍ଡ ଅନ୍ୟ ଗୋଦାମକ ମାଡିବା ସହ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି ।
ଷ୍ଟୋରୀ ଅପଡେଟ୍ ହେଉଛି..
Follow Us