ଜାତୀୟ ରାଜପଥ ୫୨୦ କୋଇଡା ଠାରୁ ରେଙ୍ଗାଲବେଢ଼ା ରାସ୍ତାରେ ଭୟଙ୍କର ଟ୍ରାଫିକ୍ ଜାମ୍,  ରାତିରୁ ଏଯାଏ ଇଞ୍ଚେ ବି ଆଗକୁ ଗଡୁନି ଚକା

ଉଭୟ ପାର୍ଶ୍ବରେ ଅଟକି ରହିଛି ହଜାର ହଜାର ଟ୍ରକ । ଯାନବାହାନ ଚଳାଚଳ ବାଧାପ୍ରାପ୍ତ ।

ଜାତୀୟ ରାଜପଥରେ ଭୟଙ୍କର ଜାମ୍

ଜାତୀୟ ରାଜପଥରେ ଭୟଙ୍କର ଜାମ୍ Photograph: (Kanaknews)

କନକ ବ୍ୟୁରୋ;  ଜାତୀୟ ରାଜପଥରେ ଭୟଙ୍କର ଟ୍ରାଫିକ୍ ଜାମ୍ । ରାତିରୁ ଏଯାଏ ଇଞ୍ଚେ ବି ଆଗକୁ ଗଡୁନି ଗାଡି । ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି । ଜାତୀୟ ରାଜପଥ ୫୨୦ କୋଇଡା ଠାରୁ ରେଙ୍ଗାଲବେଢ଼ା ରାସ୍ତାରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।

ହଜାର ହଜାର ଖଣିଜ ବୋଝେଇ ଟ୍ରକ ସହ ଛୋଟ ବଡ ମୋଟର ଯାନ ରାସ୍ତାରେ ଅଟକି ରହିଥିବା ବେଳେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe