ଅଖା ଭିତରେ ହଜାରେ କେଜି କଇଁଛ ! ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ

Advertisment

ଆନ୍ଧ୍ର ପ୍ରଦେଶର ନର୍ସିଂପାଟଣାରୁ ମାଲକାନଗିରି ଜିଲ୍ଲାର ଏମଭି-୭୯କୁ ହେଉଥିଲା କଇଁଛ ଚୋରା ଚାଲାଣ । ଅଖା ବସ୍ତା ଭିତରେ ରଖି ୧ ଟନରୁ ଊର୍ଦ୍ଧ୍ୱ କଇଁଛ ଚାଲାଣ କରାଯାଉଥିବା ନେଇ ଖବର ପାଇଥିଲା ଚିତ୍ରକୋଣ୍ଡା ବନ ବିଭାଗ ।

ଆନ୍ଧ୍ର ପ୍ରଦେଶର ନର୍ସିଂପାଟଣାରୁ ମାଲକାନଗିରି ଜିଲ୍ଲାର ଏମଭି-୭୯କୁ ହେଉଥିଲା କଇଁଛ ଚୋରା ଚାଲାଣ । ଅଖା ବସ୍ତା ଭିତରେ ରଖି ୧ ଟନରୁ ଊର୍ଦ୍ଧ୍ୱ କଇଁଛ ଚାଲାଣ କରାଯାଉଥିବା ନେଇ ଖବର ପାଇଥିଲା ଚିତ୍ରକୋଣ୍ଡା ବନ ବିଭାଗ ।

tortoise

କନକ ବ୍ୟୁରୋ : ଓଡ଼ିଶା ଆନ୍ଧ୍ର ସୀମାନ୍ତରୁ ୧ ଟନରୁ ଅଧିକ କଇଁଛ ଜବତ । ଆନ୍ଧ୍ର ପ୍ରଦେଶର ନର୍ସିଂପାଟଣାରୁ ମାଲକାନଗିରି ଜିଲ୍ଲାର ଏମଭି-୭୯କୁ ହେଉଥିଲା କଇଁଛ ଚୋରା ଚାଲାଣ । ଅଖା ବସ୍ତା ଭିତରେ ରଖି ୧ ଟନରୁ ଊର୍ଦ୍ଧ୍ୱ କଇଁଛ ଚାଲାଣ କରାଯାଉଥିବା ନେଇ ଖବର ପାଇଥିଲା ଚିତ୍ରକୋଣ୍ଡା ବନ ବିଭାଗ । ଯାହା ପରେ ସମସ୍ତ କଇଁଛକୁ ଚିତ୍ରକୋଣ୍ଡା ବନ ବିଭାଗ ଅଧିକାରୀ ଜବତ କରିବା ସହ ୨ଜଣକୁ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe