କନକ ବ୍ୟୁରୋ : ଓଡ଼ିଶା ଆନ୍ଧ୍ର ସୀମାନ୍ତରୁ ୧ ଟନରୁଅଧିକ କଇଁଛ ଜବତ। ଆନ୍ଧ୍ର ପ୍ରଦେଶର ନର୍ସିଂପାଟଣାରୁ ମାଲକାନଗିରି ଜିଲ୍ଲାର ଏମଭି-୭୯କୁ ହେଉଥିଲାକଇଁଛ ଚୋରା ଚାଲାଣ। ଅଖା ବସ୍ତା ଭିତରେ ରଖି ୧ ଟନରୁ ଊର୍ଦ୍ଧ୍ୱ କଇଁଛ ଚାଲାଣ କରାଯାଉଥିବା ନେଇ ଖବରପାଇଥିଲା ଚିତ୍ରକୋଣ୍ଡା ବନ ବିଭାଗ । ଯାହା ପରେ ସମସ୍ତ କଇଁଛକୁ ଚିତ୍ରକୋଣ୍ଡା ବନ ବିଭାଗ ଅଧିକାରୀଜବତ କରିବା ସହ ୨ଜଣକୁ ଗିରଫ କରିଛି ।