ଆଜିଠୁ ବୟସ୍କକୁ ମିଳିବ ୩୫ ଶହ ଟଙ୍କା ଭତ୍ତା ; ଉପକୃତ ହେବେ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ

ଆଜିଠୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ୩୫ ଶହ ଟଙ୍କା ଭତ୍ତା । ଉପକୃତ ହେବେ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ । ଲାଭବାନ ହେବେ ୪ ଲକ୍ଷରୁ ଅଧିକ ହିତାଧିକାରୀ । କେନ୍ଦୁଝରରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ଅଦ୍ୟତନ ହୋଇଛି
Pensioners-2

କନକ ବ୍ୟୁରୋ: ଆଜିଠୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ୩୫ ଶହ ଟଙ୍କା ଭତ୍ତା । ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ବି ଉପକୃତ ହେବେ । ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସୁରକ୍ଷା କାର୍ୟ୍ୟକ୍ରମ ଅଧିନରେ ଭତ୍ତା ପ୍ରଦାନ କରାଯିବ । ଏହା ଦ୍ବାରା ୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଗସ୍ତରେ ଥିବା ବେଳେ ଏହି ଯୋଜନାର ଶୁଭାରମ୍ଭ କରିବେ । ଗତ ୩ ତାରିଖରେ ଏନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe