୨୫ବର୍ଷରେ ପହଁଚିଲା ଆଇଫା । ରାଜସ୍ଥାନରେ ଆଇଫା ସିଲଭର ଜୁବଲି କାର୍ଯ୍ୟକ୍ରମ ଆୟୋଜିତ ।

Advertisment

ରାଜସ୍ଥାନରେ ଆଇଫା ସିଲଭର ଜୁବଲି କାର୍ଯ୍ୟକ୍ରମ ଆୟୋଜିତ । ଯୋଗ ଦେଲେ ଶାହାରୁଖ ଖାନ, କାର୍ତ୍ତିକ ଆରିୟନଙ୍କ ସହ ଅନେକ ବଲିଉଡ ଷ୍ଟାର ।

ରାଜସ୍ଥାନରେ ଆଇଫା ସିଲଭର ଜୁବଲି କାର୍ଯ୍ୟକ୍ରମ ଆୟୋଜିତ । ଯୋଗ ଦେଲେ ଶାହାରୁଖ ଖାନ, କାର୍ତ୍ତିକ ଆରିୟନଙ୍କ ସହ ଅନେକ ବଲିଉଡ ଷ୍ଟାର ।

୨୫ ବର୍ଷରେ ଆଇଫା

କନକ ବ୍ୟୁରୋ : ମୁମ୍ବାଇର ଆୟୋଜନ କରାଯିବ ଆଇଫା ୨୦୨୫ ।ବଲିଉଡ ବାଦଶାହା ଶାହରୁଖ ଖାନ ପ୍ରି-ଇଭେଣ୍ଟ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏଥିସହ ବଲିଉଡର ଅନେକ ଜଣାଶୁଣା କଳାକାରଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୀୟା କୁମାର ଉପସ୍ଥିତ ଥିଲେ ।

ଚଳିତବର୍ଷ ଆଇଫା ସିଲଭର ଜୁବଲୀ ପାଳନ କରୁଛି । ତେଣୁ ଜୟପୁରରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ପ୍ରତିବର୍ଷ ପରି ମୁମ୍ବାଇରେ ଆୱାର୍ଡ ସେରୋମୋନି ପ୍ରଦାନ କାଯ୍ୟକ୍ରମ କରାଯିବ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe