କନକ ବ୍ୟୁରୋ : ମୁମ୍ବାଇର ଆୟୋଜନ କରାଯିବ ଆଇଫା ୨୦୨୫ ।ବଲିଉଡ ବାଦଶାହା ଶାହରୁଖ ଖାନ ପ୍ରି-ଇଭେଣ୍ଟ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏଥିସହ ବଲିଉଡର ଅନେକ ଜଣାଶୁଣା କଳାକାରଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୀୟା କୁମାର ଉପସ୍ଥିତ ଥିଲେ ।
ଚଳିତବର୍ଷ ଆଇଫା ସିଲଭର ଜୁବଲୀ ପାଳନ କରୁଛି । ତେଣୁ ଜୟପୁରରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ପ୍ରତିବର୍ଷ ପରି ମୁମ୍ବାଇରେ ଆୱାର୍ଡ ସେରୋମୋନି ପ୍ରଦାନ କାଯ୍ୟକ୍ରମ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/25/NywQe9XAoLfQpbPEFbor.jpg)