କନକ ବ୍ୟୁରୋ: ବରଗଡ ଧନୁଯାତ୍ରାରେ ଏଥର ଦେଖିବାକୁ ପାଇବେ ଦର୍ଶକ ନୂଆ କଂସଙ୍କୁ । ୨୦୨୨ରୁ କଂସ ଭୂମିକାରେ ଅଭିନୟ କରିଆସୁଥିବା ହୃଷିକେଷ ଭୋଇଙ୍କୁ ଆଉ ଦେଖିବାକୁ ମିଳିବନି ।
କାରଣ ତାଙ୍କ ସ୍ଥାନରେ ଆସିବେ ନୂଆ କଂସ । ଏନେଇ ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ବିବାଦୀୟ ହୃଷିକେଷ ଭୋଇ ହେବେନି ମହାରାଜ କଂସ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ନୂଆ କଂସ ପାଇଁ ହେବ ଚୟନ ପ୍ରକ୍ରିୟା । ୨୦୨୨ ମସିହାରେ ଚୟନ ହୋଇଥିବା ହୃଷିକେଶଙ୍କୁ ଛାଡ଼ି ୨ ରୁ ୫ ନମ୍ବର ମଧ୍ୟରେ ହେବ ଚୟନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)