ନ୍ୟୁଜ୍ ରାଜ୍ୟ ଚୋର ଦେଲା ଧମକ ; ଦୋକନରୁ ଚୋରି କରିବା ବେଳେ ଧରାଇଦେବାରୁ ରାଗିଗଲା ଚୋର Advertisment ଦୋକନରୁ ଚୋରି କରିବା ବେଳେ ଧରାଇ ଦେବାରୁ ରାଗିଗଲା ଚୋର । ବାଲେଶ୍ୱର ଦରଡ଼ା ଛକରେ ଦୋକାନରୁ ଚୋରିକୁ ନେଇ ଉତ୍ତେଜନା । ଚୋର କାବୁ ହେବା ପରେ ହତ୍ୟା ଧମକ ଦେଉଥିବା ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଟାୟାର ଜାଳି ସ୍ଥାନୀୟଲୋକଙ୍କ ରାସ୍ତାରୋକ । September 14, 2024, 11:27 AM IST ଦୋକନରୁ ଚୋରି କରିବା ବେଳେ ଧରାଇ ଦେବାରୁ ରାଗିଗଲା ଚୋର । ବାଲେଶ୍ୱର ଦରଡ଼ା ଛକରେ ଦୋକାନରୁ ଚୋରିକୁ ନେଇ ଉତ୍ତେଜନା । ଚୋର କାବୁ ହେବା ପରେ ହତ୍ୟା ଧମକ ଦେଉଥିବା ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଟାୟାର ଜାଳି ସ୍ଥାନୀୟଲୋକଙ୍କ ରାସ୍ତାରୋକ । 14 Sep 2024 11:27 IST Anupama Rout Follow Us