ସର୍ବସ୍ୱାନ୍ତ କରୁଛନ୍ତି ସମ୍ଭ୍ରାନ୍ତ ଘରର ମହିଳା: ନ୍ୟୁଡ କଲ କରି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

Advertisment

ସର୍ବସ୍ୱାନ୍ତ କରିଦେଉଛନ୍ତି ସମ୍ଭ୍ରାନ୍ତ ଘରର ମହିଳା । ଫୁଙ୍ଗୁଳା ଦେହ ଦେଖାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ମହିଳାଙ୍କ ଏଭଳି ହନିଟ୍ରାପର ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ଗୋଲ୍ଡ ଡିଗର କବଳରୁ ମୁକ୍ତି ପାଇଁ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବକଙ୍କ ପତ୍ନୀ ।

71loort

Photograph: (kanak news)

କନକ ବ୍ୟୁରୋ: ସର୍ବସ୍ୱାନ୍ତ କରିଦେଉଛନ୍ତି ସମ୍ଭ୍ରାନ୍ତ ଘରର ମହିଳା । ଫୁଙ୍ଗୁଳା ଦେହ ଦେଖାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ମହିଳାଙ୍କ ଏଭଳି ହନିଟ୍ରାପର ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ଗୋଲ୍ଡ ଡିଗର କବଳରୁ ମୁକ୍ତି ପାଇଁ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବକଙ୍କ ପତ୍ନୀ । ଛାତ୍ରଙ୍କଠାରୁ ନେଇ ବୃଦ୍ଧ ପର୍ୟ୍ୟନ୍ତ ଅନେକ ଲୋକ ଏଭଳି ହନିଟ୍ରାପର ଶିକାର ହୋଇଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe