କନକ ବ୍ୟୁରୋ: ରାବଣପୋଡିରେ ହେବନି ବାଣ ପ୍ରତିଯୋଗିତା । ବାଣ ପ୍ରତିଯୋଗିତା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ରାବଣପୋଡିରେ କେବଳ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ହେବ । ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ୍ କମିଟିର ପ୍ରସ୍ତାବ ରହିଛି । ତେବେ ବାଲିଯାତ୍ରା ତଳପଡିଆରେ ଏନେଇ ବ୍ୟବସ୍ଥା କରାଯିବ । ୧୦ ତାରିଖ ସୁଦ୍ଧା ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଖାଲି ସେତିକି ନୁହେଁ, ଜିଲ୍ଲା ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ, ଏହାସହ ଟ୍ରାଫିକ୍ ପରିଚାଳନା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରାବଣପୋଡିରେ ହେବନି ବାଣ ପ୍ରତିଯୋଗିତା । ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।
ରାବଣପୋଡିରେ ହେବନି ବାଣ ପ୍ରତିଯୋଗିତା । ବାଣ ପ୍ରତିଯୋଗିତା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ରାବଣପୋଡିରେ କେବଳ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ହେବ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)