ଗାଁକୁ ନାହିଁ ରାସ୍ତା, ୫କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ: ଗଞ୍ଜାମ ପୋଲସରା ଚାଞ୍ଚରା ଗାଁରୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର

Advertisment

ଗାଁକୁ ନାହିଁ ରାସ୍ତା, ୫କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାହେଲେ ଗର୍ଭବତୀ। ଗଞ୍ଜାମ ପୋଲସରା ଚାଞ୍ଚରା ଗାଁରୁ ଏଭଳି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ଗାଁର ମହିଳା ରିତା ଶବରଙ୍କ ପ୍ରସବ ଯନ୍ତ୍ରଣା ହେବା ପରେ ତାଙ୍କୁ ମେଡ଼ିକାଲ ନେବାକୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା।

fef

କନକ ବ୍ୟୁରୋ: ଗାଁକୁ ନାହିଁ ରାସ୍ତା, ୫କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାହେଲେ ଗର୍ଭବତୀ। ଗଞ୍ଜାମ ପୋଲସରା ଚାଞ୍ଚରା ଗାଁରୁ ଏଭଳି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ଗାଁର ମହିଳା ରିତା ଶବରଙ୍କ ପ୍ରସବ ଯନ୍ତ୍ରଣା ହେବା ପରେ ତାଙ୍କୁ ମେଡ଼ିକାଲ ନେବାକୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା। ଫଳରେ ଅନ୍ଧାର ରାତିରେ ମୋବାଇଲ ଓ ବାଇକ ଆଲୁଅରେ ଗର୍ଭବତୀ ମହିଳା ଜଣଙ୍କୁ ୫ କିଲୋମିଟର ଯାଏ ବୋହିନେବା ସହ ପାଣ୍ଡିରିପଡ଼ା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଗ୍ରାମବାସୀ। ଗାଁକୁ ଭଲ ରାସ୍ତା ଖଣ୍ଡିଏ ପାଇଁ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ସୁଫଳ ମିଳୁନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe