ବିରଜା ହାଟକୁ ନେଇ ଦୁଇ ଗୋଷ୍ଠୀ ଭିତରେ ପୁଣି ଉତ୍ତେଜନା , ପୋଲିସ ଆଗରେ ମୁହାଁମୁହିଁ ସ୍ଥିତି

Advertisment

ବିରଜା ହାଟରେ ପୁଣି ଉତ୍ତେଜନା। ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି। ଗତକାଲିର ଉତ୍ତେଜନା ପରେ ଦୁଇ ପ୍ଲାଟୁନ୍‌ ପୁଲିସ୍‌ ହାଟରେ ମୁତୟନ ଅଛନ୍ତି। ପୁଲିସ୍‌ ଉପସ୍ଥିତିରେ ବି ବିବାଦ ଉପୁଜିଛି। ଯେଉଁ ହାଟକୁ ନେଇ ବିରୋଧ ହୋଇଥିଲା, ସେହି ହାଟରେ ପରିବା ଧରି ବସିଛନ୍ତି ବେପାରୀ।

biraja

କନକବ୍ୟୁରୋ : ବିରଜା ହାଟରେ ପୁଣି ଉତ୍ତେଜନା । ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି । ଗତକାଲିର ଉତ୍ତେଜନା ପରେ ଦୁଇ ପ୍ଲାଟୁନ୍‌ ପୁଲିସ୍‌ ହାଟରେ ମୁତୟନ ଅଛନ୍ତି ।  ପୁଲିସ୍‌ ଉପସ୍ଥିତିରେ ବି ବିବାଦ ଉପୁଜିଛି । ଯେଉଁ ହାଟକୁ ନେଇ ବିରୋଧ ହୋଇଥିଲା, ସେହି ହାଟରେ ପରିବା ଧରି ବସିଛନ୍ତି ବେପାରୀ। ସେପଟେ ହାଟକୁ ବିରୋଧ କରି ରାସ୍ତା ଉପରେ ବସିଛନ୍ତି ଅନ୍ୟ ଗୋଷ୍ଠୀ ଲୋକ । ଯାଜପୁର - ସିଙ୍ଗପୁର ରାସ୍ତ ଅବରୋଧ କରିଛନ୍ତି ଅନ୍ୟ ଗୋଷ୍ଠୀର ଲୋକ। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା । ଗତକାଲି ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣକୁ ନେଇ ଆରମ୍ଭ ହୋଇଛି ବିବାଦ । ଘଟଣାରେ ୬ ଜଣଙ୍କୁ ଅଟକ ରଖିଛି ପୁଲିସ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe