କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଅଭାବ; ଖାଲି ପଡ଼ିଛି ୬୦ ଡାକ୍ତର ପଦବୀ

Advertisment

ପ୍ରାୟ ୬୦ ଟି ଡାକ୍ତର ପଦବୀ ଖାଲିପଡ଼ିଛି । ପ୍ରତ୍ୟେକ ମାସ ଲିଖିତ ଆକାରରେ ସରକାରଙ୍କୁ ଏ ବାବଦରେ ସୂଚନା ଦିଆଯାଇଛି, ସରକାର ପଦକ୍ଷେପ ନେବେ ବୋଲି ଆଶା ରଖିଛୁ ।

ପ୍ରାୟ ୬୦ ଟି ଡାକ୍ତର ପଦବୀ ଖାଲିପଡ଼ିଛି । ପ୍ରତ୍ୟେକ ମାସ ଲିଖିତ ଆକାରରେ ସରକାରଙ୍କୁ ଏ ବାବଦରେ ସୂଚନା ଦିଆଯାଇଛି, ସରକାର ପଦକ୍ଷେପ ନେବେ ବୋଲି ଆଶା ରଖିଛୁ ।

Capital Hospital BBSR

Photograph: (Kanak News)

କନକ ବ୍ୟୁରୋ : ପ୍ରତ୍ୟେକ ଦିନ ୫୦୦୦ ରୁ ଅଧିକ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି । ଏହା ସହ ପ୍ରତ୍ୟେକଦିନ ୪୦୦ ରୁ ଅଧିକ ରୋଗୀ ଆଡମିଟ୍‌ ହେଉଛନ୍ତି । ଯେତିକି ଡାକ୍ତର ଅଛନ୍ତି ତାଙ୍କୁ ନେଇ ମ୍ୟାନେଜ କରାଯାଉଛି । ପ୍ରାୟ ୬୦ ଟି ଡାକ୍ତର ପଦବୀ ଖାଲିପଡ଼ିଛି । ପ୍ରତ୍ୟେକ ମାସ ଲିଖିତ ଆକାରରେ ସରକାରଙ୍କୁ ଏ ବାବଦରେ ସୂଚନା ଦିଆଯାଇଛି, ସରକାର ପଦକ୍ଷେପ ନେବେ ବୋଲି ଆଶା ରଖିଛୁ ।

ସେହିଭଳି ନର୍ସିଂ ଅଫିସର ପ୍ରାୟ ୬୦ ପଦବୀ ଖାଲି ପଡ଼ିଛି । ଆଉଟ ସୋର୍ସିଂ ଆଧାରରେ ଯେତିକି ସମ୍ଭବ ପୂରା କରିବାକୁ ଚେଷ୍ଟା କରାଯାଉଛି । ବର୍ତ୍ତମାନ ୨ ଟି ବିଭାଗକୁ ମିଶାଇ ୨୦୦ ରୁ ଅଧିକ ଡାକ୍ତର ଅଛନ୍ତି । ଖାଲି ଥିବା ସଂଖ୍ୟା ପୂରା ହେଲେ ଚିକିତ୍ସା ସେବା ସହଜ ହୋଇପାରନ୍ତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe