କେଉଁଦିନ ପାଳିବେ ସରସ୍ୱତୀ ପୂଜା । ୨ ନା ୩ ତାରିଖରେ ପାଳିବେ ଦେଖାଦେଲାଣି ଦ୍ୱନ୍ଦ୍ୱ । ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ଆକଳନ

Advertisment

କେଉଁଥିରେ ୨ ତାରିଖରେ ଶ୍ରୀପଞ୍ଚମି ଉଲ୍ଲେଖ ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମି। ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ ଫେବ୍ରୁଆରି ୨ ତାରିଖ ଚତୁର୍ଥୀରେ ହେବ ନା ୩ ତାରିଖ ପଞ୍ଚମୀରେ ହେବ ଏହାକୁ ନେଇ ଦ୍ବନ୍ଦ୍ବ ଚାଲିଛି।

17Kc\cK_ciõ

17Kc\cK_ciõ Photograph: (17Kc\cK_ciõ)

କନକ ବ୍ୟୁରୋ : ସରସ୍ବତୀ ପୂଜା ପାଳନକୁ ନେଇ ଦ୍ବନ୍ଦ୍ବ। ୨ ନା ୩ ତାରିଖ କେଉଁ ଦିନ ପାଳିବେ ସରସ୍ବତୀ ପୂଜା ଉଠିଲାଣି ପ୍ରଶ୍ନ। ଭିନ୍ନ ଭିନ୍ନ ପାଞ୍ଜିରେ ରହିଛି ଭିନ୍ନ ଭିନ୍ନ ଆକଳନ। କେଉଁଥିରେ ୨ ତାରିଖରେ ଶ୍ରୀପଞ୍ଚମି ଉଲ୍ଲେଖ ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମି। ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ ଫେବ୍ରୁଆରି ୨ ତାରିଖ ଚତୁର୍ଥୀରେ ହେବ ନା ୩ ତାରିଖ ପଞ୍ଚମୀରେ ହେବ ଏହାକୁ ନେଇ ଦ୍ବନ୍ଦ୍ବ ଚାଲିଛି। କେତେକ ପାଞ୍ଜି ୨ ତାରିଖ ରବିବାର ହେବ ବୋଲି ଲେଖିଥିବା ବେଳେ ଆଉ କେତେକ ପାଞ୍ଜି ୩ ତାରିଖ ସୋମବାର ସକାଳକୁ ପଞ୍ଚମୀ ଥିବାରୁ ସେଦିନ ହେବ ବୋଲି ଲେଖିଛନ୍ତି। ପୂର୍ବରୁ ମଧ୍ୟ ପର୍ବ ପାଳନକୁ ନେଇ ଏଭଳି ଦ୍ବନ୍ଦ୍ବ ଦେଖିବାକୁ ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe