ସୁବର୍ଣ୍ଣପୁର ବିନିକା ଥାନା ସମ୍ମୁଖ ପୋଷ୍ଟ ଅଫିସରୁ ଚୋରି : ଘଟଣାସ୍ଥଳରେ ପୋଲିସର ଛାନଭିନ

Advertisment

ପୋଷ୍ଟ ଅଫିସ ତାଲା କାଟି ଲୁଟିନେଲେ। ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସମ୍ମୁଖରେ ଥିବା ସବ ପୋଷ୍ଟ ଅଫିସର ୬ଟି ତାଲା କାଟି ଡକାୟତି ହୋଇଛି। ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଷ୍ଟ ଅଫିସ ତାଲା କାଟି ଲୁଟିନେଲେ। ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସମ୍ମୁଖରେ ଥିବା ସବ ପୋଷ୍ଟ ଅଫିସର ୬ଟି ତାଲା କାଟି ଡକାୟତି ହୋଇଛି। ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

post

post Photograph: (kanakNews)

କନକବ୍ୟୁରୋ : ପୋଷ୍ଟ ଅଫିସ ତାଲା କାଟି ଲୁଟିନେଲେ। ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସମ୍ମୁଖରେ ଥିବା ସବ ପୋଷ୍ଟ ଅଫିସର ୬ଟି ତାଲା କାଟି ଡକାୟତି ହୋଇଛି। ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କେଉଁ ଜିନିଷ ଚୋରି ହୋଇଛି ତାହା ଏଯାଏଁ ଜଣାପଡ଼ିନାହିଁ ।  ପୋଷ୍ଟ ଅଫିସରେ ସିସିଟିଭି କ୍ୟାମେରା ନାହିଁ। ସେଥିପାଇଁ ଡକାୟତି କେମିତି ହୋଇଛି ତାହା ମଧ୍ୟ ଜଣାପଡ଼ିନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe