କନକ ବ୍ୟୁରୋ : ପୁଣି ମନ୍ଦିର ଲୁଟିଲେ ଲୁଟେରା । କଟକ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରେ ବିଳମ୍ବିତ ରାତିରେ ହୋଇଛି ଚୋରି । କିଛି ଦୁବୃର୍ତ୍ତ ଗତକାଲି ରାତି ପାଖାପାଖି ୨ଟା ସମୟରେ ମନ୍ଦିରକୁ ଆସି ଚୋରି କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ମଧୁପାଟଣା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଠାକୁରଙ୍କ ଯେଉଁ ସବୁ ଅଳଙ୍କାର ରହିଥିଲା ସେସବୁ ଚୋରି ହୋଇଛି ।
ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି; ଠାକୁରଙ୍କ ଅଳଙ୍କାର ଲୁଟି ନେଇଗଲେ ଦୁର୍ବୃତ୍ତ
ପୁଣି ମନ୍ଦିର ଲୁଟିଲେ ଲୁଟେରା । କଟକ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରେ ବିଳମ୍ବିତ ରାତିରେ ହୋଇଛି ଚୋରି । କିଛି ଦୁବୃର୍ତ୍ତ ଗତକାଲି ରାତି ପାଖାପାଖି ୨ଟା ସମୟରେ ମନ୍ଦିରକୁ ଆସି ଚୋରି କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ମଧୁପାଟଣା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/media_files/2025/01/04/x6guTJEMzCez1m4jXez4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)