ରାଜଧାନୀରେ ଡାକ୍ତର ଦମ୍ଫତିଙ୍କ ବାହାଘରରୁ ଚୋରି : ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା

Advertisment

ଅତିଥି ବେଶରେ ଆସିଲେ, ଯାହା ଥିଲା ଟଙ୍କା ଓ ସୁନା ଗହଣା ସବୁ ନେଇଗଲେ ।  ରାଜଧାନୀ ଭୁବନେଶ୍ବରରେ ଏକ ଷ୍ଟାର ହୋଟେଲ ବାହାଘରରୁ ଏମିତି ଚୋରି ହୋଇଛି ।   ୨ ଜଣ ଧୂର୍ତ୍ତ ଯୁବକ ଅତିଥି ବେଶରେ ଆସି କଳାକନା ବୁଲାଇଛନ୍ତି । ଡାକ୍ତର ଦମ୍ପତିଙ୍କୁ ଉପହାରରେ ମିଳିଥିବା ନଗଦ ଅଢେଇ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ କରିଛନ୍ତି  ।   

LOOT 1

LOOT 1 Photograph: (KanakNews)

କନକବ୍ୟୁରୋ : ଅତିଥି ବେଶରେ ଆସିଲେ, ଯାହା ଥିଲା ଟଙ୍କା ଓ ସୁନା ଗହଣା ସବୁ ନେଇଗଲେ ।  ରାଜଧାନୀ ଭୁବନେଶ୍ବରରେ ଏକ ଷ୍ଟାର ହୋଟେଲ ବାହାଘରରୁ ଏମିତି ଚୋରି ହୋଇଛି ।   ୨ ଜଣ ଧୂର୍ତ୍ତ ଯୁବକ ଅତିଥି ବେଶରେ ଆସି କଳାକନା ବୁଲାଇଛନ୍ତି । ଡାକ୍ତର ଦମ୍ପତିଙ୍କୁ ଉପହାରରେ ମିଳିଥିବା ନଗଦ ଅଢେଇ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ କରିଛନ୍ତି  ।   ସିସିଟିଭିରେ ଦୁଇ ଧୂର୍ତ୍ତଙ୍କର ଭିଜୁଆଲ କଏଦ୍ ହୋଇଛି । ମାତ୍ର ୧୫ ମିନିଟ୍ ଭିତରେ ଦୁଇ ଚୋର ଘଟଣାସ୍ଥଳରୁ ଟଙ୍କା ଓ ଗହଣା ଭର୍ତ୍ତି ବ୍ୟାଗ୍ ଉଠାଇ କାରରେ ଛୁ’ ମାରିଥିବା ଦେଖିବାକୁ ମିଳିଛି । କିନ୍ତୁ ମୈତ୍ରବିହାର ଥାନା ପୋଲିସ ସେମାନଙ୍କୁ ଠାବ କରିବା ସମ୍ଭବପର ହୋଇନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe