କନକ ବ୍ୟୁରୋ : ଦିନେ ଦେଶ ପାଇଁ ଶତ୍ରୁଙ୍କ ସହ ଲଢ଼ୁଥିଲେ । ଆଉ ଆଜି ନିଜ ଉପରେ ହୋଇଥିବା ଅନ୍ୟାୟ ପାଇଁ ଲଢ଼ୁଛନ୍ତି l ରାଉରକେଲାର ଅବସର ପ୍ରାପ୍ତ ଯବାନ ଚକ୍ରାନ୍ତ ଜେନା, ମାସେ ହେଲା ରାଉରକେଲା ଡେଭଲୋପମେଣ୍ଟ ଅଥୋରିଟି ଅଫିସ୍ ଆଗରେ ଧାରଣା ଦେଇଛନ୍ତି । ୨୦୨୦ ମସିହାରେ ଆରଡିଏ ତରଫରୁ ଗୃହ ଆବଣ୍ଟନରେ ହୋଇଥିବା ଚଞ୍ଚକତା ଯୋଗୁ ଘରଟିଏ ପାଇବରୁ ବଞ୍ଚିତ ହୋଇଥିଲେ l ଏନେଇ ଜିଲ୍ଲାପାଳ, ନଗର ଉନ୍ନୟନ ମନ୍ତ୍ରୀ , ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏପରିକି ରାଷ୍ଟ୍ରପତିଙ୍କୁ ମଧ୍ୟ ଚିଠି ଲେଖି ଜଣାଇଛନ୍ତି । ହେଲେ ତାଙ୍କୁ ଏଯାଏ ତାଙ୍କୁ ନ୍ୟାୟ ମିଳିନି ।
ନ୍ୟାୟ ପାଇଁ ଲଢେଇ କରୁଛନ୍ତି ଅବସରପ୍ରାପ୍ତ ଯବାନ : କେହି ଶୁଣୁନାହାଁନ୍ତି
ରାଉରକେଲାର ଅବସର ପ୍ରାପ୍ତ ଯବାନ ଚକ୍ରାନ୍ତ ଜେନା, ମାସେ ହେଲା ରାଉରକେଲା ଡେଭଲୋପମେଣ୍ଟ ଅଥୋରିଟି ଅଫିସ୍ ଆଗରେ ଧାରଣା ଦେଇଛନ୍ତି ।
/kanak/media/media_files/2025/08/20/33-2025-08-20-19-17-53.jpg)