କନକ ବ୍ୟୁରୋ: ଯୁବକଙ୍କୁ ଦଳିଦେଲା ଦନ୍ତା । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗ୍ରାମରେ ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ନିଧିଆ ଦେହୁରୀ । ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ସମୟରେ ନିଜ ବିଲକୁ ଯାଇଥିବା ବେଳେ ଗ୍ରାମ ପାଶ୍ୱର୍ରେ ବନବିଭାଗ ଓ ଗ୍ରାମବାସୀ ମିଶି ହାତୀ ଘଉଡ଼ାଉ ଥିଲେ । ସେହି ସମୟରେ ହାତୀ ସାମ୍ନାକୁ ଚାଲିଆସିଥିଲେ ନିଧିଆ । ଆଉ ହାତୀଟି ଯୁବକଙ୍କୁ ଦଳି ଦେଇଥିଲା । ଘଟଣା ସ୍ଥଳରେ ନିଧିଆଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।
ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ: କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗ୍ରାମରେ ଅଭାବନୀୟ ଘଟଣା
ଯୁବକଙ୍କୁ ଦଳିଦେଲା ଦନ୍ତା । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗ୍ରାମରେ ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ନିଧିଆ ଦେହୁରୀ । ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ସମୟରେ ନିଜ ବିଲକୁ ଯାଇଥିବା ବେଳେ ଗ୍ରାମ ପାଶ୍ୱର୍ରେ ବନବିଭାଗ ଓ ଗ୍ରାମବାସୀ ମିଶି ହାତୀ ଘଉଡ଼ାଉ ଥିଲେ ।
/kanak/media/media_files/2024/10/31/LMgTjFRG4kc0qn9JZrUp.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)