କନକ ବ୍ୟୁରୋ : ମହାନଦୀକୁ ଡେଇଁଲେ ଯୁବକ । ମୁଣ୍ଡଳୀ ବ୍ୟାରେଜ ନିକଟରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି । ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଂଚଳର ପୀତବାସ ରାଉତଙ୍କ ପୁଅ ତାରିଣୀ ପ୍ରସାଦ ରାଉତ ଥିବା ଜଣାପଡିଛି । ପୀତବାସ ବ୍ୟାରେଜ ପାଖରେ ଗାଡ଼ି ରଖି ମହାନଦୀକୁ ଡେଇଁପଡିଛନ୍ତି । ଖବର ପାଇବା ପରେ ବାରଙ୍ଗ ଥାନା ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ଏବେବି ଯୁବକ ଜଣକ ନିଖୋଜ ଥିବା ସୂଚନା ମିଳିଛି ।
ମୁଣ୍ଡଳୀରେ ମହାନଦୀକୁ ଡେଇଁପଡ଼ିଲେ ଯୁବକ । ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ
ମହାନଦୀକୁ ଡେଇଁଲେ ଯୁବକ । ମୁଣ୍ଡଳୀ ବ୍ୟାରେଜ ନିକଟରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି । ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଂଚଳର ପୀତବାସ ରାଉତଙ୍କ ପୁଅ ତାରିଣୀ ପ୍ରସାଦ ରାଉତ ଥିବା ଜଣାପଡିଛି ।
/kanak/media/media_files/2024/10/29/YYvcW5zmzVB3HzRamGHG.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)