ସାରା ବିଶ୍ୱ ଉତ୍ସବମୁଖର । ପ୍ରଥମେ ନ୍ୟୁଜିଲାଣ୍ଡରେ ଆସିଲା ନୂଆବର୍ଷ । ରଙ୍ଗୀନ ଆଲୋକମାଳାରେ ଝଲସିଲା ଅକଲାଣ୍ଡ ସହର

Advertisment

ନୂଆ ବର୍ଷ ଆଗମନ ପାଇଁ ସାରା ବିଶ୍ୱ ଉତ୍ସବମୁଖର । ଏହାରି ଭିତରେ ନୂଆ ବର୍ଷରେ ପାଦ ଦେଇଛି ନ୍ୟୁଜିଲ୍ୟାଣ୍ଡ ।  ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡରେ ପ୍ରଥମ ନୂଆ ବର୍ଷ ପାଳନ କରାଯାଇଛି ।

ନୂଆ ବର୍ଷ ଆଗମନ ପାଇଁ ସାରା ବିଶ୍ୱ ଉତ୍ସବମୁଖର । ଏହାରି ଭିତରେ ନୂଆ ବର୍ଷରେ ପାଦ ଦେଇଛି ନ୍ୟୁଜିଲ୍ୟାଣ୍ଡ ।  ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡରେ ପ୍ରଥମ ନୂଆ ବର୍ଷ ପାଳନ କରାଯାଇଛି ।

New Year

New Year Photograph: (KanakNews )

କନକ ବ୍ୟୁରୋ : ନୂଆ ବର୍ଷ ଆଗମନ ପାଇଁ ସାରା ବିଶ୍ୱ ଉତ୍ସବମୁଖର । ଏହାରି ଭିତରେ ନୂଆ ବର୍ଷରେ ପାଦ ଦେଇଛି ନ୍ୟୁଜିଲ୍ୟାଣ୍ଡ ।  ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡରେ ପ୍ରଥମ ନୂଆ ବର୍ଷ ପାଳନ କରାଯାଇଛି । ଆତସବାଜି ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପୁରୁଣା ବର୍ଷର କ୍ୟାଲେଣ୍ଡର ଓଲଟି ଯାଇଛି । ବର୍ଷ ୨୦୨୪କୁ ଶେଷ ବିଦାୟ ସହ ନୂଆବର୍ଷକୁ ସ୍ୱାଗତ କରାଯାଇଛି । 

ଭାରତୀୟ ସମୟ ଅନୁସାରେ, ଅପରାହ୍ଣ ସାଢ଼େ ୪ଟା ବେଳେ ନ୍ୟୁଜିଲ୍ୟାଣ୍ଡରେ ନୂଆ ବର୍ଷ ଆରମ୍ଭ ହୋଇଛି । କାଉଣ୍ଟଡାଉନ ଆରମ୍ଭ ହେବା ମାତ୍ରେ ଉତ୍ସବ ମୁଖର ହୋଇଥିଲା ସାରା ସହର । ବର୍ଷର ଆଗମନକୁ ସଭିଏଁ ଉତ୍ସାହର ସହ ସ୍ବାଗତ କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe