ଓଢ଼ଣୀ ଚିରି ମୁଖ୍ୟମନ୍ତ୍ରୀ ଧାମିଙ୍କ ହାତରେ ରାଖି ବାନ୍ଧିଦେଲେ ଧରାଲି ପ୍ରଳୟରୁ ଉଦ୍ଧାର ହୋଇଥିବା ମହିଳା

ଉତ୍ତରକାଶୀସ୍ଥିତ ଧରାଲିର ଜଳ ପ୍ରଳୟ ଏବେ ଲୋକଙ୍କ ଭିତରେ ଭୟରେ ଆତଙ୍କ ସୃଷ୍ଟି କରିଛି। କେମିତି କିଛି ସେକେଣ୍ଡ୍‌ ମଧ୍ୟରେ ସବୁକିଛି ଜଳରେ ମିଶିଗଲା ତାହା ଭିଡିଓ ଦେଖି ଆମେମାନେ ସମସ୍ତେ ଅନୁଭବ କରିପାରିଛନ୍ତି।

ss

କନକ ବ୍ୟୁରୋ: ଉତ୍ତରକାଶୀସ୍ଥିତ ଧରାଲିର ଜଳ ପ୍ରଳୟ ଏବେ ଲୋକଙ୍କ ଭିତରେ ଭୟରେ ଆତଙ୍କ ସୃଷ୍ଟି କରିଛି। କେମିତି କିଛି ସେକେଣ୍ଡ୍‌ ମଧ୍ୟରେ ସବୁକିଛି ଜଳରେ ମିଶିଗଲା ତାହା ଭିଡିଓ ଦେଖି ଆମେମାନେ ସମସ୍ତେ ଅନୁଭବ କରିପାରିଛନ୍ତି।

ଉତ୍ତରକାଶୀସ୍ଥିତ ଧରାଲିର ଜଳ ପ୍ରଳୟ ଏବେ ଲୋକଙ୍କ ଭିତରେ ଭୟରେ ଆତଙ୍କ ସୃଷ୍ଟି କରିଛି । କେମିତି କିଛି ସେକେଣ୍ଡ୍‌ ମଧ୍ୟରେ ସବୁକିଛି ଜଳରେ ମିଶିଗଲା ତାହା ଭିଡିଓ ଦେଖି ଆମେମାନେ ସମସ୍ତେ ଅନୁଭବ କରିପାରିଛନ୍ତି । ପ୍ରକୃତି ତାଣ୍ଡବ କେତେ ଭୟଙ୍କର ହୋଇପାରେ ତାହା ସୋସିଆଲ ମିଡିଆରେ ଦେଖୁଥିବା ଭିଡିଓରୁ ତ ଜଣାପଡୁଛି । ଏହାରି ମଧ୍ୟରେ ଘଟଣାସ୍ଥଳ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ଶୁକ୍ରବାର ତାଙ୍କ ଉପସ୍ଥିତି ଦେଖି ସେଠାରେ ଥିବା ସମସ୍ତେ ଭାବପ୍ରବଣ ହୋଇ ଉଠିଲେ । ଅହମ୍ମଦାବାଦର ଇଶାନପୁର ବାସିନ୍ଦା ଧନଗୌରୀ ବରୋଲିଆ ନିଜ ପରିବାର ସହ ଗଙ୍ଗୋତ୍ରୀ ଦର୍ଶନ କରିବାକୁ ଆସିଥିଲେ । ଅଗଷ୍ଟ ୫ ତାରିଖରେ ଉତ୍ତରକାଶୀରେ ହୋଇଥିବା ଦୁର୍ଘଟଣା ସବୁ ଯୋଜନା ଏପଟ ସେପଟ କରି ଦେଇଥିଲା । ଗଙ୍ଗୋତ୍ରୀ ଦର୍ଶନ କରିବା ତ ଦୂରର କଥା, ନିଜ ପରିବାର ସହ ଫସି ରହିଥିଲେ ମହିଳା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe