କନକ ବ୍ୟୁରୋ: ଶେଷ ହେଲା ବିଧାନସଭା ଶୀତ ଅଧିବେଶନ । ୧୬ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ତେବେ ଏହି ଅଧିବେଶନରେ ୧୨ଟି କାର୍ଯ୍ୟଦିବସ ଅନୁଷ୍ଠିତ ହେଇଛି । ହେଲେ ୧୬ଟି କାର୍ଯ୍ୟଦିବସ ପୂର୍ବରୁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଏଥର ବିଧାନସଭାରେ ଅତିରିକ୍ତ ବଜେଟ୍ ପାରିତ ହେଇଥିଲା । ୨ଟି ସରକାରୀ ବିଲ୍ ସହ ୧୦ଟି ବେସରକାରୀ ବିଲ୍ ଆଗତ ହେଇଥିଲା ।
ଶେଷ ହେଲା ବିଧାନସଭା ଶୀତ ଅଧିବେଶନ । ୧୬ଟି କାର୍ଯ୍ୟଦିବସ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ।
ଶେଷ ହେଲା ବିଧାନସଭା ଶୀତ ଅଧିବେଶନ । ୧୬ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ତେବେ ଏହି ଅଧିବେଶନରେ ୧୨ଟି କାର୍ଯ୍ୟଦିବସ ଅନୁଷ୍ଠିତ ହେଇଛି
/kanak/media/media_files/2024/12/11/NtAyUfFMlMgaVBEmkPaK.jpg)