ସେୟାର ବଜାରରେ ଯୁଦ୍ଧର ପ୍ରଭାବ । କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫ୍ଟ

Advertisment

ଯାହାକୁ ନେଇ ନିବେଶକଙ୍କ ଚିନ୍ତା ବଢିବାରେ ଲାଗିଛି । ଆଜି ସେୟାର ମାର୍କେଟରେ ସେନସେକ୍ସ  ୭୦୦ ଅଙ୍କ ହ୍ରାସରେ ଚାଲିଛି । ସେହପରି ନିଫଟି ୩୪୫ ଅଙ୍କ ହ୍ରାସ ପାଇଛି । କେବଳ ଭାରତୀୟ ସେୟାର ବଜାର ନୁହେଁ ବରଂ ବିଶ୍ବର ଅନେକ ଦେଶର ଷ୍ଟକ କାରବାର ପ୍ରଭାବିତ ହୋଇଛି । ଆମେରିକା ଓ ୟୁରୋପିଅ ଦେଶରେ ସେୟାର ମାର୍କେଟ ସ୍ଥିର ହାରରେ ଆରମ୍ଭ ହୋଇଛି । ଅପରାହ୍ନ ସୁଦ୍ଧା କଣ ରହୁଛି ସ୍ଥିତି ତାହା ସ୍ପଷ୍ଟ ହେବ । 

tgeref

କନକ ବ୍ୟୁରୋ : ଭାରତୀୟ ସେୟାର ବଜାର ଉପରେ ପଡିଲା ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ । ଗାନ୍ଧୀ ଜୟନ୍ତୀ ଛୁଟି ପରେ ଆଜି ଖୋଲିଥିବା ସେୟାର ବଜାରର ଅଙ୍କ ଆରମ୍ଭରୁ ହ୍ରାସ ପାଇଛି । ଯାହାକୁ ନେଇ ନିବେଶକଙ୍କ ଚିନ୍ତା ବଢିବାରେ ଲାଗିଛି । ଆଜି ସେୟାର ମାର୍କେଟରେ ସେନସେକ୍ସ  ୭୦୦ ଅଙ୍କ ହ୍ରାସରେ ଚାଲିଛି । ସେହପରି ନିଫଟି ୩୪୫ ଅଙ୍କ ହ୍ରାସ ପାଇଛି । କେବଳ ଭାରତୀୟ ସେୟାର ବଜାର ନୁହେଁ ବରଂ ବିଶ୍ବର ଅନେକ ଦେଶର ଷ୍ଟକ କାରବାର ପ୍ରଭାବିତ ହୋଇଛି । ଆମେରିକା ଓ ୟୁରୋପିଅ ଦେଶରେ ସେୟାର ମାର୍କେଟ ସ୍ଥିର ହାରରେ ଆରମ୍ଭ ହୋଇଛି । ଅପରାହ୍ନ ସୁଦ୍ଧା କଣ ରହୁଛି ସ୍ଥିତି ତାହା ସ୍ପଷ୍ଟ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe