କନକ ବ୍ୟୁରୋ : ଭାରତୀୟ ସେୟାର ବଜାର ଉପରେ ପଡିଲା ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ । ଗାନ୍ଧୀ ଜୟନ୍ତୀ ଛୁଟି ପରେ ଆଜି ଖୋଲିଥିବା ସେୟାର ବଜାରର ଅଙ୍କ ଆରମ୍ଭରୁ ହ୍ରାସ ପାଇଛି । ଯାହାକୁ ନେଇ ନିବେଶକଙ୍କ ଚିନ୍ତା ବଢିବାରେ ଲାଗିଛି । ଆଜି ସେୟାର ମାର୍କେଟରେ ସେନସେକ୍ସ ୭୦୦ ଅଙ୍କ ହ୍ରାସରେ ଚାଲିଛି । ସେହପରି ନିଫଟି ୩୪୫ ଅଙ୍କ ହ୍ରାସ ପାଇଛି । କେବଳ ଭାରତୀୟ ସେୟାର ବଜାର ନୁହେଁ ବରଂ ବିଶ୍ବର ଅନେକ ଦେଶର ଷ୍ଟକ କାରବାର ପ୍ରଭାବିତ ହୋଇଛି । ଆମେରିକା ଓ ୟୁରୋପିଅ ଦେଶରେ ସେୟାର ମାର୍କେଟ ସ୍ଥିର ହାରରେ ଆରମ୍ଭ ହୋଇଛି । ଅପରାହ୍ନ ସୁଦ୍ଧା କଣ ରହୁଛି ସ୍ଥିତି ତାହା ସ୍ପଷ୍ଟ ହେବ ।
ସେୟାର ବଜାରରେ ଯୁଦ୍ଧର ପ୍ରଭାବ । କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫ୍ଟ
ଯାହାକୁ ନେଇ ନିବେଶକଙ୍କ ଚିନ୍ତା ବଢିବାରେ ଲାଗିଛି । ଆଜି ସେୟାର ମାର୍କେଟରେ ସେନସେକ୍ସ ୭୦୦ ଅଙ୍କ ହ୍ରାସରେ ଚାଲିଛି । ସେହପରି ନିଫଟି ୩୪୫ ଅଙ୍କ ହ୍ରାସ ପାଇଛି । କେବଳ ଭାରତୀୟ ସେୟାର ବଜାର ନୁହେଁ ବରଂ ବିଶ୍ବର ଅନେକ ଦେଶର ଷ୍ଟକ କାରବାର ପ୍ରଭାବିତ ହୋଇଛି । ଆମେରିକା ଓ ୟୁରୋପିଅ ଦେଶରେ ସେୟାର ମାର୍କେଟ ସ୍ଥିର ହାରରେ ଆରମ୍ଭ ହୋଇଛି । ଅପରାହ୍ନ ସୁଦ୍ଧା କଣ ରହୁଛି ସ୍ଥିତି ତାହା ସ୍ପଷ୍ଟ ହେବ ।