କନକ ବ୍ୟୁରୋ, ଲୋକସଭାରେ ଆଗତ ହେଲା ସଂଶୋଧିତ ୱାକଫ୍ ବିଲ୍ । ଗୃହରେ ବିଲ୍ ଆଗତ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ଗୃହରେ ବିଲ୍ ଉପସ୍ଥାପନ ପରେ ବିଲ୍ ଉପରେ ଆଲୋଚନା ଜାରି ରହିଛି ।
ତେବେ ବିଲକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଏହି ବିଲକୁ ନେଇ ପ୍ରଥମେ ଆପତ୍ତି ଉଠାଇଥିଲା କଂଗ୍ରେସ । ୮ଘଣ୍ଟା ଧରି ବିଲ୍ ଉପରେ ହେବ ଚର୍ଚ୍ଚା ।
ଆଗତ ହେଲା ୱାକଫ୍ ବିଲ୍ । ଗୃହରେ ବିଲ୍ ଆଗତ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
ଲୋକସଭାରେ ଆଗତ ହେଲା ସଂଶୋଧିତ ୱାକଫ୍ ବିଲ୍ । ଗୃହରେ ବିଲ୍ ଆଗତ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।
/kanak/media/media_files/2025/04/02/8Vgrl7hHJuY2bgxfeVZR.jpg)