ହାତୀ ଉପଦ୍ରବ ତାତିଲେ ଗ୍ରାମବାସୀ । ଫରେଷ୍ଟରକୁ ବାନ୍ଧିଲେ ଗ୍ରାମବାସୀ ଭିଡିଓ ଭାଇରାଲ

ହାତୀ ଘଉଡାଇବାକୁ ବିଫଳ ହେବାରୁ ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ । ଦେବଗଡ଼ କୁଣ୍ଢେଇଗଳା ବନାଞ୍ଚଳ ଅନ୍ତର୍ଗତ ଭେଜିକୁଦର ଗାଁରୁ ଆସିଲା ଅଜବ ଦୃଶ୍ୟ। ଫରେଷ୍ଟରଙ୍କୁ ଗଛରେ ବାନ୍ଧିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

forester11

କନକବ୍ୟୁରୋ: ହାତୀ ଘଉଡାଇବାକୁ ବିଫଳ ହେବାରୁ ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ । ଦେବଗଡ଼ କୁଣ୍ଢେଇଗଳା ବନାଞ୍ଚଳ ଅନ୍ତର୍ଗତ ଭେଜିକୁଦର ଗାଁରୁ ଆସିଲା ଅଜବ ଦୃଶ୍ୟ । ଫରେଷ୍ଟରଙ୍କୁ ଗଛରେ ବାନ୍ଧିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଫରେଷ୍ଟର ହାତୀ ଘଉଡ଼ାଇବାରେ ଅବହେଳା କରୁଥିବା ଅଭିଯୋଗ କରି ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗ୍ରାମବାସୀ ବାନ୍ଧି ଦେଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe