ସାମ୍ନାକୁ ଆସିଲା ଆଠଗଡ ଗଣେଷ ଭସାଣୀ ଗଣ୍ଡଗୋଳର ଭିଡିଓ । ନାଚଗୀତ ଚାଲିଥିବା ବେଳେ ହଠାତ ଗୋଷ୍ଠୀ ସଂଘର୍ଷ

Advertisment

ଗତକାଲି କଟକ ଖୁଣ୍ଟୁଣି ଥାନା ଅନ୍ତର୍ଗତ ଧୁରୁଷିଆ ଗାଁରେ ଗଣେଶ ଭସାଣୀ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏବେ ବି ଗାଁରେ ଉତେଜନାମୂଳକ ପରିସ୍ଥିତି ଜାରି ରହିଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଧୁରୁଷିଆ ଗାଁରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସମଗ୍ର ଅଂଚଳ ଉପରେ କଡ଼ା ନଜର ରଖାଯାଇଛି।   

19k

କନକ ବ୍ୟୁରୋ : ଆଠଗଡ଼ ଗଣେଶ ଭସାଣି ବେଳର ସାମ୍ନାକୁ ଆସିଛି ଭିଡିଓ। ନାଚଗୀତ ଚାଲିଥିବା ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଛି ସଂଘର୍ଷ। ପ୍ରଥମେ ଝଗଡ଼ା, ତାପରେ ହାତାହାତିରୁ ଛୁରାମାଡ଼ ପର୍ୟ୍ୟନ୍ତ ଯାଇଛି। ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ୪ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୩ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି। ମୃତ ନାବାଳକ ଜଣଙ୍କ ସୂର୍ୟ୍ୟକାନ୍ତ ସାମଲ। ଗତକାଲି କଟକ ଖୁଣ୍ଟୁଣି ଥାନା ଅନ୍ତର୍ଗତ ଧୁରୁଷିଆ ଗାଁରେ ଗଣେଶ ଭସାଣୀ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏବେ ବି ଗାଁରେ ଉତେଜନାମୂଳକ ପରିସ୍ଥିତି ଜାରି ରହିଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଧୁରୁଷିଆ ଗାଁରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସମଗ୍ର ଅଂଚଳ ଉପରେ କଡ଼ା ନଜର ରଖାଯାଇଛି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe