ହଠାତ୍ ରାଗିଗଲେ ନଗର ଉନ୍ନୟନ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ଦିଆଯାଇନଥିବା ଅଭିଯୋଗ

Advertisment

ଏଠାରେ ମନ୍ତ୍ରୀ ୪୯୩ ଜଣ ଅଭିଯୋଗକାରୀଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିବା ବେଳେ ତୁରନ୍ତ ଏହାର ସମାଧାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା, ମରୋଡ଼ା ବ୍ଲକ୍ ବର୍କନ୍ଦ୍ ପଞ୍ଚାୟତ ଝିଙ୍କିରିଆ ଗ୍ରାମର ରେବତୀ ରାଉତଙ୍କର ଦ୍ଵିତୀୟ କିସ୍ତି ଟଙ୍କା ଦିଆ ଯାଇନଥିବା ଅଭିଯୋଗ ପାଇ ହଠାତ୍ ରାଗିଯାଇଥିଲେ ମନ୍ତ୍ରୀ।

2ûûûûûûûûû

2ûûûûûûûûû Photograph: (2ûûûûûûûûû)

କନକ ବ୍ୟୁରୋ :  ହଠାତ ରାଗିଗଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମରୋଡା ବ୍ଲକ ମରୋଡା ପଂଚାୟତ ସମିତି ଅଫିସରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ  । ସିଧା ସଳଖ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଏବଂ ଏହାର ସମାଧାନ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ . କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କ ନିଜସ୍ଵ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଏହି ଜନ ଅଭିଯୋଗ ଶୁଣାଣୀ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ପ୍ରଥମେ ଶୁଳିଆପଦା ବ୍ଲକରେ ଆୟୋଜିତ  ହୋଇଥିବା ବେଳେ ଆଜି ଦ୍ୱିତୀୟ ପର୍ୟ୍ୟାୟରେ ମରୋଡ଼ା ବ୍ଲକ୍ ତଥା ମରୋଡା ପଞ୍ଚାୟତ ସମିତି କାର୍ୟ୍ୟାଳୟରେ ଏହା ହୋଇଥିଲା। ଏଠାରେ ମନ୍ତ୍ରୀ ୪୯୩ ଜଣ ଅଭିଯୋଗକାରୀଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିବା ବେଳେ ତୁରନ୍ତ ଏହାର ସମାଧାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା, ମରୋଡ଼ା ବ୍ଲକ୍ ବର୍କନ୍ଦ୍ ପଞ୍ଚାୟତ ଝିଙ୍କିରିଆ ଗ୍ରାମର ରେବତୀ ରାଉତଙ୍କର ଦ୍ଵିତୀୟ କିସ୍ତି ଟଙ୍କା ଦିଆ ଯାଇନଥିବା ଅଭିଯୋଗ ପାଇ ହଠାତ୍ ରାଗିଯାଇଥିଲେ ମନ୍ତ୍ରୀ। କାହିଁକି ଏବଂ କଣ ପାଇଁ ତାଙ୍କର ଟଙ୍କା ବନ୍ଦ କରାଗଲା ପ୍ରଶ୍ନ କରିବା ସହ  ସମସ୍ତଙ୍କୁ କୈଫତ୍ ମାଗିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe