ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନର କ୍ଷେପଣାସ୍ତ୍ର ଅସ୍ତ୍ରାଗାରକୁ ନଷ୍ଟ କରିବା ଏବଂ ଏହାକୁ ପରମାଣୁ ଅସ୍ତ୍ର ବିକାଶ କରିବାରୁ ରୋକିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କରି ମଧ୍ୟପ୍ରାଚ୍ୟକୁ ଏକ ଅବାଞ୍ଛିତ ଯୁଦ୍ଧକୁ ଠେଲି ଦେଇଛନ୍ତି। ଏନେଇ ରୁଷିଆ କଡ଼ା ପ୍ରତିକ୍ରିୟା ଦେଇଛି। ରୁଷିଆ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ୍ ତଥା ପୂର୍ବତନ ରୁଷ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବ କହିଛନ୍ତି,ଶାନ୍ତି ସ୍ଥାପନକାରୀ ଶାନ୍ତିଦୂତ ପୁଣି ଥରେ ନିଜର ଅସଲ ଚେହେରା ଦେଖାଇ ଦେଇଛନ୍ତି । ଇରାନ ସହିତ ସମସ୍ତ ଆଲୋଚ ଏକ କଭର ଅପରେସନ ଥିଲା। ପ୍ରକୃତରେ କେହି କିଛି ଆଲୋଚନା କରିବାକୁ ଚାହୁଁନଥିଲେ। ତାହା ଏବେ ଜଣାପଡ଼ିଛି।
ଯୁଦ୍ଧ ଅପଡେଟ୍: ରୁଷିଆ କହିଲା ଶାନ୍ତିଦୂତଙ୍କ ଅସଲ ଚେହେରା ଧରାପଡ଼ିଛି
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନର କ୍ଷେପଣାସ୍ତ୍ର ଅସ୍ତ୍ରାଗାରକୁ ନଷ୍ଟ କରିବା ଏବଂ ଏହାକୁ ପରମାଣୁ ଅସ୍ତ୍ର ବିକାଶ କରିବାରୁ ରୋକିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କରି ମଧ୍ୟପ୍ରାଚ୍ୟକୁ ଏକ ଅବାଞ୍ଛିତ ଯୁଦ୍ଧକୁ ଠେଲି ଦେଇଛନ୍ତି।
/kanak/media/media_files/2026/02/28/russia-2026-02-28-16-22-04.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)